ଲାଞ୍ଚ ନେଇ ଦାରିଙ୍ଗିବାଡ଼ି ବ୍ଲକ୍‌ ଡବ୍ଲ୍ୟୁଇଓ ଗିରଫ

କଟକ: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ୍‌ ଡବ୍ଲ୍ୟୁଇଓ ରଞ୍ଜନ ଜେନା ଆଜି ୬୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଲାଞ୍ଚ ଟଙ୍କା ତାଙ୍କଠାରୁ ଜବତ କରାଯାଇଛି। ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି। ତାଙ୍କର ଦାରିଙ୍ଗିବାଡ଼ି ସ୍ଥିତ ସରକାରୀ ବାସଭବନ ଏବଂ ପୁରୀ ସ୍ଥିତ ଘରେ ମଧ୍ୟ ଚଢ଼ାଉ କରାଯାଇଛି। ଦାରିଙ୍ଗିବାଡ଼ି ବ୍ଲକ୍ ଅନ୍ତର୍ଗତ କିରିକୁଟି ୟୁଜି ହାଇସ୍କୁଲ୍‌ର ବକେୟା ବିଦ୍ୟୁତ୍ ବିଲ୍‌ ପାସ୍ କରି ଦେବାକୁ ଓ ସ୍କୁଲ୍ ୱାର୍ଡେନ୍‌ଙ୍କ ଷ୍ଟାଇପେଣ୍ଡ୍ […]

vigilance

vigilance

Rakesh Mallick
  • Published: Thursday, 22 December 2016
  • Updated: 22 December 2016, 09:21 PM IST

Sports

Latest News

କଟକ: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ୍‌ ଡବ୍ଲ୍ୟୁଇଓ ରଞ୍ଜନ ଜେନା ଆଜି ୬୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଲାଞ୍ଚ ଟଙ୍କା ତାଙ୍କଠାରୁ ଜବତ କରାଯାଇଛି। ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି। ତାଙ୍କର ଦାରିଙ୍ଗିବାଡ଼ି ସ୍ଥିତ ସରକାରୀ ବାସଭବନ ଏବଂ ପୁରୀ ସ୍ଥିତ ଘରେ ମଧ୍ୟ ଚଢ଼ାଉ କରାଯାଇଛି।

ଦାରିଙ୍ଗିବାଡ଼ି ବ୍ଲକ୍ ଅନ୍ତର୍ଗତ କିରିକୁଟି ୟୁଜି ହାଇସ୍କୁଲ୍‌ର ବକେୟା ବିଦ୍ୟୁତ୍ ବିଲ୍‌ ପାସ୍ କରି ଦେବାକୁ ଓ ସ୍କୁଲ୍ ୱାର୍ଡେନ୍‌ଙ୍କ ଷ୍ଟାଇପେଣ୍ଡ୍ ଅର୍ଥ ଉଠାଇବାକୁ ଚେକ୍ ଇସ୍ୟୁ କରିବାକୁ ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos