ନୂଆପଡ଼ା ଡିଏଫଓ ଶରତ ଚନ୍ଦ୍ର ପଣ୍ଡାଙ୍କ ଘରେ ଆୟକର ବିଭାଗର ଚଢ଼ାଉ

ନୂଆପଡ଼ା:  ନୂଆପଡ଼ା  ଡିଏଫଓ ଶରତ  ଚନ୍ଦ୍ର ପଣ୍ଡାଙ୍କ  ଘରେ ଆଜି ଆୟକର ବିଭାଗ ପକ୍ଷରୁ  ଚଢ଼ାଉ କରାଯାଇଛି। ଶରତଙ୍କ  ଖରିଆର ଅଫିସ ଓ ଭୁବନେଶ୍ୱର ଗୌରୀନଗର ଘରେ ମଧ୍ୟ ଆୟକର ବିଭାଗ ଚଢ଼ାଉ କରିଛି। ଆୟକର ଫାଙ୍କି କଳା ଟଙ୍କାକୁ ଧଳା କରିବା ଅଭିଯୋଗରେ  ଚଢ଼ାଉ କରାଯାଇଛି।

Income-Tax-Highway-Sign-Image-960x645

Rakesh Mallick
  • Published: Tuesday, 21 February 2017
  • , Updated: 21 February 2017, 04:11 PM IST

Related story