ଡାକ୍ତର ଦମ୍ପତି ହତ୍ୟା ଘଟଣା: ଧରାପଡ଼ିନି ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ୱର: ରାଜଧାନୀରେ ଡାକ୍ତର ଦମ୍ପତି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଧରିବାକୁ କମିଶନରେଟ ପୋଲିସ ଉଦ୍ୟମ ଜାରି ରହିଛି। ପୋଲିସର ଏକ ଟିମ୍ କନ୍ଧମାଳ ଯାଇ ସେଠାରେ ରେଡ୍ କରିବା ସହ ପଚରାଉଚରା କରି ଫେରିଆସିଛି। ଅତୀତରେ ଘଟିଥିବା ଏହିପରି ଧରଣର ଲୁଟ ଓ ହତ୍ୟା ଘଟଣାର ତର୍ଜମା କରୁଛି ପୋଲିସ। ଏଥିରେ ସମ୍ପୃକ୍ତ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଡାକ୍ତର ଦମ୍ପତି ହତ୍ୟା ଘଟଣାରେ ପୋଲିସ ୯ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ତିନି […]

sailashree bihar murder

Rakesh Mallick
  • Published: Tuesday, 17 November 2015
  • , Updated: 17 November 2015, 08:02 AM IST

ଭୁବନେଶ୍ୱର: ରାଜଧାନୀରେ ଡାକ୍ତର ଦମ୍ପତି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଧରିବାକୁ କମିଶନରେଟ ପୋଲିସ ଉଦ୍ୟମ ଜାରି ରହିଛି। ପୋଲିସର ଏକ ଟିମ୍ କନ୍ଧମାଳ ଯାଇ ସେଠାରେ ରେଡ୍ କରିବା ସହ ପଚରାଉଚରା କରି ଫେରିଆସିଛି। ଅତୀତରେ ଘଟିଥିବା ଏହିପରି ଧରଣର ଲୁଟ ଓ ହତ୍ୟା ଘଟଣାର ତର୍ଜମା କରୁଛି ପୋଲିସ। ଏଥିରେ ସମ୍ପୃକ୍ତ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଡାକ୍ତର ଦମ୍ପତି ହତ୍ୟା ଘଟଣାରେ ପୋଲିସ ୯ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ତିନି ଜଣ ଚାକରାଣୀଙ୍କ ସମେତ କିଛି ଡ୍ରାଇଭରଙ୍କୁ ଅଟକ ରଖାଯାଇଛି।

Related story