ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲକୁ ଏନଏସଏରେ ବୁକ କଲା କମିଶନରେଟ ପୋଲିସ

ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ସୁନୀଲକୁ କମିଶନରେଟ ପୋଲିସ ଏନଏସଏରେ ବୁକ କରିଛି। ଅଗଷ୍ଟ ୨୯ରେ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଘରେ ବୋମାମାଡ଼ ଘଟଣାରେ ସୁନୀଲ ସମ୍ପୃକ୍ତି ଥିଲା । ସେ ଏବେ ଚୌଦ୍ୱାର ଜେଲରେ ରହିଛି । ଜେଲରେ ଥାଇ ସେ ଏହି ବୋମାମାଡ ଲାଗି ପ୍ଲାନ କରିଥିଲା। ସୁନୀଲ ଟିଟୋ ଗ୍ୟାଙ୍ଗର ସଦସ୍ୟ ଥିଲା। ତା ନାଁରେ ଦାଦାବଟି ଆଦାୟ, ବୋମାମାଡ଼ ଓ ଡକାୟତି ଭଳି ବହୁ ଅଭିଯୋଗ ରହଛି। ଲକଙ୍କ ମଧ୍ୟରେ […]

sekh

Rakesh Mallick
  • Published: Wednesday, 18 November 2015
  • , Updated: 18 November 2015, 03:50 PM IST

ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ସୁନୀଲକୁ କମିଶନରେଟ ପୋଲିସ ଏନଏସଏରେ ବୁକ କରିଛି। ଅଗଷ୍ଟ ୨୯ରେ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଘରେ ବୋମାମାଡ଼ ଘଟଣାରେ ସୁନୀଲ ସମ୍ପୃକ୍ତି ଥିଲା । ସେ ଏବେ ଚୌଦ୍ୱାର ଜେଲରେ ରହିଛି । ଜେଲରେ ଥାଇ ସେ ଏହି ବୋମାମାଡ ଲାଗି ପ୍ଲାନ କରିଥିଲା। ସୁନୀଲ ଟିଟୋ ଗ୍ୟାଙ୍ଗର ସଦସ୍ୟ ଥିଲା। ତା ନାଁରେ ଦାଦାବଟି ଆଦାୟ, ବୋମାମାଡ଼ ଓ ଡକାୟତି ଭଳି ବହୁ ଅଭିଯୋଗ ରହଛି। ଲକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିବା ଅଭିଯୋଗରେ କମିଶନରେଟ ପୋଲିସ ସୁନୀଲ ଉପରେ ଏନଏସଏ ଲାଗୁ କରିଛି।

Related story