ରେଳବାଇରେ ଚାକିରି ନାଁରେ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର: ପୂର୍ବତଟ ରେଳବାଇରେ ଚାକିରି କରାଇ ଦେବା ନାଁରେ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ବିଶ୍ୱନାଥ ସାହୁଙ୍କୁ ଗିରଫ କରିଛି ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ପୋଲିସ୍। ବିଶ୍ୱନାଥଙ୍କୁ ଯାଜପୁରରୁ ଗିରଫ କରିଛି। ରେଳବାଇରେ ଚାକିରି କରାଇ ଦେବା ନାଁରେ ସେ କିଛି ଯୁବକଙ୍କଠାରୁ ୨ କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୋଲିସ୍ ପୂର୍ବରୁ ୯ ଜଣଙ୍କୁ ଗିରଫ କରିଛି।
ଭୁବନେଶ୍ୱର: ପୂର୍ବତଟ ରେଳବାଇରେ ଚାକିରି କରାଇ ଦେବା ନାଁରେ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ବିଶ୍ୱନାଥ ସାହୁଙ୍କୁ ଗିରଫ କରିଛି ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ପୋଲିସ୍। ବିଶ୍ୱନାଥଙ୍କୁ ଯାଜପୁରରୁ ଗିରଫ କରିଛି।
ରେଳବାଇରେ ଚାକିରି କରାଇ ଦେବା ନାଁରେ ସେ କିଛି ଯୁବକଙ୍କଠାରୁ ୨ କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା।
ଏହି ମାମଲାରେ ପୋଲିସ୍ ପୂର୍ବରୁ ୯ ଜଣଙ୍କୁ ଗିରଫ କରିଛି।