ବ୍ରହ୍ମପୁର: ଗାଡ଼ି ଅଟକାଇ ଟଙ୍କା ଓ ସୁନା ଲୁଟି ନେଲେ ଦୁର୍ବୃତ୍ତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ୍‌ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଗାଡ଼ି ଅଟକାଇ ଦୁର୍ବୃତ୍ତମାନେ ଗୋଟିଏ ମୁଦି, ମୋବାଇଲ ଓ ୧୦,୦୦୦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ବ୍ରହ୍ମପୁର ଅଞ୍ଚଳ କିଛି ଲୋକ ଭୁବନେଶ୍ୱରରୁ ଏକ କାର ଯୋଗେ ଫେରୁଥିବା ବେଳେ ଏହି ଲୁଟ୍ ହୋଇଛି। ପୋଲିସ୍‌ ଘଟଣା ତଦନ୍ତ କରୁଛି।

loot

Rakesh Mallick
  • Published: Tuesday, 29 November 2016
  • , Updated: 29 November 2016, 03:01 PM IST

Related story