ଢେଙ୍କାନାଳ: ଗ୍ରାମ୍ୟବ୍ୟାଙ୍କ ଶାଖାରୁ ଏକ କୋଟି ଟଙ୍କା ଲୁଟ୍

ଢେଙ୍କାନାଳ: ଢ଼େଙ୍କାନାଳ ସ୍ଥିତ ଗ୍ରାମ୍ୟବ୍ୟାଙ୍କ ଶାଖାରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପ୍ରାୟ ଏକ କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଗେଟ୍‌ର ତାଲା ଭାଙ୍ଗି ଲୁଟ୍‌ କରିଥିବା ଜଣାପଡ଼ିଛି। ଆଜି ସକାଳେ ବ୍ୟାଙ୍କ ଖୋଲିବା ପରେ ଘଟଣା ସାମ୍ନାକୁ ଆସିଥିଲା। ଲୁଟ୍‌ ହୋଇଥିବା ସମସ୍ତ ଟଙ୍କା ଅଚଳ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ ବୋଲି ଢେଙ୍କାନାଳ ଏସପି କହିଛନ୍ତି। ସେ କହିଛନ୍ତି,“ବିମୁଦ୍ରାକରଣ ପରେ ଲୋକେ ଏସବୁ ଟଙ୍କା ବ୍ୟାଙ୍କରେ ଡିପୋଜିଟ୍‌ କରିଥିଲେ।”

bank

Rakesh Mallick
  • Published: Monday, 21 November 2016
  • , Updated: 21 November 2016, 10:00 PM IST

ଢେଙ୍କାନାଳ: ଢ଼େଙ୍କାନାଳ ସ୍ଥିତ ଗ୍ରାମ୍ୟବ୍ୟାଙ୍କ ଶାଖାରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପ୍ରାୟ ଏକ କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଗେଟ୍‌ର ତାଲା ଭାଙ୍ଗି ଲୁଟ୍‌ କରିଥିବା ଜଣାପଡ଼ିଛି। ଆଜି ସକାଳେ ବ୍ୟାଙ୍କ ଖୋଲିବା ପରେ ଘଟଣା ସାମ୍ନାକୁ ଆସିଥିଲା।

ଲୁଟ୍‌ ହୋଇଥିବା ସମସ୍ତ ଟଙ୍କା ଅଚଳ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ ବୋଲି ଢେଙ୍କାନାଳ ଏସପି କହିଛନ୍ତି। ସେ କହିଛନ୍ତି,“ବିମୁଦ୍ରାକରଣ ପରେ ଲୋକେ ଏସବୁ ଟଙ୍କା ବ୍ୟାଙ୍କରେ ଡିପୋଜିଟ୍‌ କରିଥିଲେ।”

Related story