କେନ୍ଦୁଡିହିରେ ଅବକାରୀ ବିଭାଗର ଚଢ଼ାଉ ବେଳେ ଗ୍ରାମବାସୀଙ୍କ ଆକ୍ରମଣ, ୩ ଆହତ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ କେନ୍ଦୁଡିହି ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ବେଳେ ଗ୍ରାମବାସୀଙ୍କ ଆକ୍ରମଣରେ ୩ ଜଣ ଅବକାରୀ ବିଭାଗ କର୍ମଚାରୀ ଆହତ ହୋଇଛନ୍ତି। ଚୋରା ମଦ କାରବାର ହେଉଥିବା ଖବର ପାଇ ସ୍ଥାନୀୟ ପୋଲିସ୍‌ ଓ ଅବକାରୀ ଟିମ୍‌ ଘଟଣାସ୍ଥଳକୁ ଯାଇ ଚଢ଼ାଉ କରିଥିଲା। ଏହି ସମୟରେ  ଗ୍ରାମବାସୀ ମିଳିତ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପୋଲିସ୍‌ ଓ ଅବକାରୀ ବିଭାଗର ୨ଟି ଗାଡ଼ିକୁ ମଧ୍ୟ  ସ୍ଥାନୀୟ ଲୋକ […]

banai,,,

banai,,,

Rakesh Mallick
  • Published: Wednesday, 11 January 2017
  • Updated: 11 January 2017, 05:01 PM IST

Sports

Latest News

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ କେନ୍ଦୁଡିହି ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ବେଳେ ଗ୍ରାମବାସୀଙ୍କ ଆକ୍ରମଣରେ ୩ ଜଣ ଅବକାରୀ ବିଭାଗ କର୍ମଚାରୀ ଆହତ ହୋଇଛନ୍ତି। ଚୋରା ମଦ କାରବାର ହେଉଥିବା ଖବର ପାଇ ସ୍ଥାନୀୟ ପୋଲିସ୍‌ ଓ ଅବକାରୀ ଟିମ୍‌ ଘଟଣାସ୍ଥଳକୁ ଯାଇ ଚଢ଼ାଉ କରିଥିଲା। ଏହି ସମୟରେ  ଗ୍ରାମବାସୀ ମିଳିତ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପୋଲିସ୍‌ ଓ ଅବକାରୀ ବିଭାଗର ୨ଟି ଗାଡ଼ିକୁ ମଧ୍ୟ  ସ୍ଥାନୀୟ ଲୋକ ଭାଙ୍ଗି ଦେଇଛନ୍ତି। ଏନେଇ ଲହୁଣୀପଡ଼ା ଥାନାରେ ମାମଲା ରୁଜୁ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos