ଗୁଳିମାଡ଼ କରି କାର୍‌ ଲୁଟି ନେଲେ ଦୁର୍ବୃତ୍ତ

କଟକ: କଟକ ପୁରୀଘାଟ ଥାନା ଟାଉନହଲ ରାସ୍ତାରୁ ଦୁର୍ବୃତ୍ତମାନେ ଏକ ଡ୍ରାଇଭରକୁ ଗୁଳିମାରି କାର ଲୁଟି ନେଇଛନ୍ତି। ଆହତ ଡ୍ରାଇଭର ଜଣଙ୍କ ହେଲେ ରଣଜିତ ମହାପାତ୍ର। ତାଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।। ତାଙ୍କ ଡ଼ାହାଣ ଗୋଡ଼ରେ ଗୁଳି ବାଜିଛି। ସୂଚନାଯୋଗ୍ୟ, ଆଜି ସକାଳେ କଟକର ଖପୁରିଆର ଏକ ଟ୍ରାଭେଲ ଏଜେନସିରେ ଲାଗିଥିବା ଟୟୋଟା କାର ଏକ ଭଡ଼ା ଆଣିବାକୁ ପୁରୀଘାଟ ଅଞ୍ଚଳକୁ ଯାଇଥିଲା। କାର ଡ୍ରାଇଭର ଯାତ୍ରୀଙ୍କୁ ଅପେକ୍ଷା କରିଥିବା ବେଳେ ଏକ ନୀଳ […]

cuuack

cuuack

Rakesh Mallick
  • Published: Wednesday, 01 February 2017
  • Updated: 01 February 2017, 02:06 PM IST

Sports

Latest News

କଟକ: କଟକ ପୁରୀଘାଟ ଥାନା ଟାଉନହଲ ରାସ୍ତାରୁ ଦୁର୍ବୃତ୍ତମାନେ ଏକ ଡ୍ରାଇଭରକୁ ଗୁଳିମାରି କାର ଲୁଟି ନେଇଛନ୍ତି। ଆହତ ଡ୍ରାଇଭର ଜଣଙ୍କ ହେଲେ ରଣଜିତ ମହାପାତ୍ର। ତାଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।। ତାଙ୍କ ଡ଼ାହାଣ ଗୋଡ଼ରେ ଗୁଳି ବାଜିଛି।

ସୂଚନାଯୋଗ୍ୟ, ଆଜି ସକାଳେ କଟକର ଖପୁରିଆର ଏକ ଟ୍ରାଭେଲ ଏଜେନସିରେ ଲାଗିଥିବା ଟୟୋଟା କାର ଏକ ଭଡ଼ା ଆଣିବାକୁ ପୁରୀଘାଟ ଅଞ୍ଚଳକୁ ଯାଇଥିଲା। କାର ଡ୍ରାଇଭର ଯାତ୍ରୀଙ୍କୁ ଅପେକ୍ଷା କରିଥିବା ବେଳେ ଏକ ନୀଳ ରଂଗର ପଲସରରେ ଦୁଇଜଣ ଦୁଇଜଣ ଯୁବକ ଆସି ଡ୍ରାଇଭିଂ ଲାଇସେନ୍ସ ମାଗିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ଯୁବକ ଦ୍ୱୟ ଡ୍ରାଇଭରଙ୍କୁ ଗାଡ଼ି ଭିତରୁ ବାହାରକୁ ଭିଡ଼ି ବାହାରକୁ ଆଣିବା ପରେ ତାଙ୍କ ଗୋଡ଼କୁ ଗୁଳିମାଡ଼ କରି କାର ନେଇ ଫେରାର ହୋଇଯାଇଥିଲେ।

ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ଆହତ ଡ୍ରାଇଭରଙ୍କୁ କଟକ ବଡ଼ ମେଡ଼ିକାଲ ନିଆଯାଇଥିଲା। ଦୁର୍ବୃତ୍ତମାନେ ଆଣିଥିବା ପଲସର ଓ ଖୋକା ପୋଲିସ ଜବତ କରିବା ସହ ଘଟଣା ତଦନ୍ତ ଆରମ୍ଭ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story