ନମତରା ଗୁଳିକାଣ୍ଡ ମାମଲା: ହାଜର ହେଲେ ଗଜଭିଏ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ନମତରା ଗୁଳିକାଣ୍ଡ ମାମଲାରେ ଆଜି କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ ନିକଟରେ ପୂର୍ବତନ ଏସ୍‌ପି ସତୀଶ ଗଜଭିଏ ହାଜର ହୋଇ ତାଙ୍କର ପକ୍ଷ ରଖିଛନ୍ତି। ଗତ ୩ ତାରିଖରେ ଏହି ମାମଲାରେ ହାଜର ହେବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳ, ପୂର୍ବତନ ଏସ୍‌ପି ଗଜଭିଏ ଓ ମାନଙ୍କୁ  ନୋଟିସ୍‌ ହୋଇଥିଲା। ତେବେ ଗଜଭିଏ ୩ ସପ୍ତାହ ମଧ୍ୟରେ ହାଜର ହେବେ ବୋଲି କହିଥିଲେ।

satis

Rakesh Mallick
  • Published: Thursday, 22 September 2016
  • , Updated: 22 September 2016, 02:38 PM IST

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ନମତରା ଗୁଳିକାଣ୍ଡ ମାମଲାରେ ଆଜି କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ ନିକଟରେ ପୂର୍ବତନ ଏସ୍‌ପି ସତୀଶ ଗଜଭିଏ ହାଜର ହୋଇ ତାଙ୍କର ପକ୍ଷ ରଖିଛନ୍ତି।

ଗତ ୩ ତାରିଖରେ ଏହି ମାମଲାରେ ହାଜର ହେବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳ, ପୂର୍ବତନ ଏସ୍‌ପି ଗଜଭିଏ ଓ ମାନଙ୍କୁ  ନୋଟିସ୍‌ ହୋଇଥିଲା। ତେବେ ଗଜଭିଏ ୩ ସପ୍ତାହ ମଧ୍ୟରେ ହାଜର ହେବେ ବୋଲି କହିଥିଲେ।

Related story