୧୪ ଏକର ଗଞ୍ଜେଇ ଚାଷ ନଷ୍ଟ

ଗୁଣପୁର: ରାୟଗଡ଼ ଜିଲ୍ଲା ଅବକାରୀ, ବନ ବିଭାଗ ଓ ରାମନାଗୁଡା ଥାନା ପୋଲିସ୍‌ ମିଳିତ ଭାବେ ଡୁମୁରି ବନାଞ୍ଚଳରେ ଚଢ଼ାଉ କରି ୧୪ ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ କାଟି ନିଆଁ ଲଗାଇ ପୋଡି ଦେଇଛି। ପୂର୍ବରୁ କେନ୍ଦୁଗୁଡା ଥାନା ଅଞ୍ଚଳର ପ୍ରାୟ ୧୨୫ ଏକରରୁ ଅଧିକ ଜମିରେ ହୋଇଥିବା ବେଆଇନ୍ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଥିଲା। ଏହି ଘଟଣା ପରେ ଗଞ୍ଜେଇ ଚାଷ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି।

ganjai

Rakesh Mallick
  • Published: Sunday, 04 December 2016
  • , Updated: 04 December 2016, 09:39 PM IST

Related story