ନିଖୋଜ ହୋମଗାର୍ଡଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେହ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଟାଙ୍ଗଣାପଲ୍ଲୀ ଗ୍ରାମର ଟୁକୁନା ପ୍ରଧାନଙ୍କ ଗଳିତ ଶବକୁ ଉଦ୍ଧାର କରାଯାଇଛି। ଗତ ଡିସେମ୍ୱର ୨୭ ତାରିଖରୁ ଟୁକୁନା ନିଖୋଜ ଥିଲେ। ଟୁକୁନାଙ୍କ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆଜି ସକାଳେ ଚମାଖଣ୍ଡି ଗ୍ରାମର ଜଣେ ଲୋକ ସିଙ୍ଗିବନ୍ଧକୁ ଶୌଚ ପାଇଁ ଯାଇଥିବା ବେଳେ ଟୁକୁନାର ଗଳିତ ଶବ ପାଣିରେ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣା […]

bpur

bpur

Rakesh Mallick
  • Published: Sunday, 12 February 2017
  • Updated: 12 February 2017, 05:29 PM IST

Sports

Latest News

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଟାଙ୍ଗଣାପଲ୍ଲୀ ଗ୍ରାମର ଟୁକୁନା ପ୍ରଧାନଙ୍କ ଗଳିତ ଶବକୁ ଉଦ୍ଧାର କରାଯାଇଛି। ଗତ ଡିସେମ୍ୱର ୨୭ ତାରିଖରୁ ଟୁକୁନା ନିଖୋଜ ଥିଲେ। ଟୁକୁନାଙ୍କ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଆଜି ସକାଳେ ଚମାଖଣ୍ଡି ଗ୍ରାମର ଜଣେ ଲୋକ ସିଙ୍ଗିବନ୍ଧକୁ ଶୌଚ ପାଇଁ ଯାଇଥିବା ବେଳେ ଟୁକୁନାର ଗଳିତ ଶବ ପାଣିରେ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ଏକ ବାଇକ୍‌ ଜବତ କରିଛି।

ପୂର୍ବରୁ ଟୁକୁନାଙ୍କୁ ହତ୍ୟା ଧମକ ମିଳିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଟୁକୁନାଙ୍କ ପରିବାରକୁ ନ୍ୟାୟ ଦେବା ଓ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଅଞ୍ଚଳବାସୀ ଜାତୀୟ ରାଜପଥ ଅବରୋଧ କରିଥିଲେ। ଛତ୍ରପୁର ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ।

ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଚମାଖଣ୍ଡି ଥାନା ଅଧିକାରୀ ଅଶୋକ କୁମାର ପରିଡ଼ଶ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story