ଜେଲରୁ ବାହାରିଲେ ଅର୍ଚ୍ଚନା

ଜେଲରୁ ବାହାରିଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ। ୧୪ ମାସ ପରେ ଆଜି ଭୁବନେଶ୍ୱର ଝାରପଡ଼ା ଜେଲରୁ ଜାମିନରେ ବାହାରିଛନ୍ତି।

Manoj Swain
  • Published: Tuesday, 12 December 2023
  • Updated: 12 December 2023, 12:36 PM IST

Sports

Latest News

ଜେଲରୁ ବାହାରିଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ। ୧୪ ମାସ ପରେ ଆଜି ଭୁବନେଶ୍ୱର ଝାରପଡ଼ା ଜେଲରୁ ଜାମିନରେ ବାହାରିଛନ୍ତି। ଜେଲରୁ ବାହାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଥିଲେ ଅର୍ଚ୍ଚନା। କହିଲେ, ସବୁ ତଥ୍ୟ ପ୍ରମାଣ ମୁଁ କୋର୍ଟରେ ଦାଖଲ କରିବି। କୋର୍ଟଙ୍କ ଉପରେ ମୋର ଭରସା ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos