ସୁଶିଲ ଧଳସାମନ୍ତକୁ ଇଡି ଅଧିକାରୀଙ୍କ ଜେରା

ବାଲେଶ୍ୱର: ଡି-ବ୍ରଦର୍ସ ମାମଲାରେ ଅର୍ଥନୈତିକ କାରବାର ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ (ଇଡି) ଆଜି ଖେ।ଳତାଡ କରିଛି। ଇଡିରି ୪ଜଣିଆ ଟିମ ଆଜି ବାଲେଶ୍ୱର ଜେଲରେ ପହଞ୍ଚି ସୁଶିଲ ଧଳସାମନ୍ତଙ୍କୁ ପଚରାଉଚରା କରିଛି। ଇଡିର ଅଧିକାରୀ ମନେ।ଜ ନାୟକ, ଆସିଷ୍ଚାଣ୍ଡ ଡାଇରେକ୍ଚର ଏସ.ସି ନାୟକ, ଡେପୁଟି ଡାଇରେକ୍ଚର ଶିବପ୍ରସାଦ ପଣ୍ଡା ପ୍ରମୁଖ ସୁଶିଲଙ୍କୁ ଏକ ସ୍ୱତନ୍ତ୍ର କେ।ଠରୀରେ ମାରାଥନ ଜେରା କରିଥିଲେ।

balasore

Rakesh Mallick
  • Published: Monday, 06 March 2017
  • , Updated: 29 March 2017, 02:59 PM IST

ବାଲେଶ୍ୱର: ଡି-ବ୍ରଦର୍ସ ମାମଲାରେ ଅର୍ଥନୈତିକ କାରବାର ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ (ଇଡି) ଆଜି ଖେ।ଳତାଡ କରିଛି। ଇଡିରି ୪ଜଣିଆ ଟିମ ଆଜି ବାଲେଶ୍ୱର ଜେଲରେ ପହଞ୍ଚି ସୁଶିଲ ଧଳସାମନ୍ତଙ୍କୁ ପଚରାଉଚରା କରିଛି।

ଇଡିର ଅଧିକାରୀ ମନେ।ଜ ନାୟକ, ଆସିଷ୍ଚାଣ୍ଡ ଡାଇରେକ୍ଚର ଏସ.ସି ନାୟକ, ଡେପୁଟି ଡାଇରେକ୍ଚର ଶିବପ୍ରସାଦ ପଣ୍ଡା ପ୍ରମୁଖ ସୁଶିଲଙ୍କୁ ଏକ ସ୍ୱତନ୍ତ୍ର କେ।ଠରୀରେ ମାରାଥନ ଜେରା କରିଥିଲେ।

Related story