ଇନଫିନିଟି ରିୟଲକନ୍ ଚିଟଫଣ୍ଡ ସଂସ୍ଥା ଉପରେ ସିବିଆଇ ଚଢ଼ାଉ; ଓଡ଼ିଶାର ୨ଟି ସ୍ଥାନ ସହିତ ମୋଟ ୧୯ଟି ଜାଗାରେ ଚଢ଼ାଉ

ଭୁବନେଶ୍ୱର: ଇନଫିନିଟି ରିୟଲକନ୍ ଚିଟଫଣ୍ଡ ସଂସ୍ଥା ଉପରେ ବୁଧବାର ସିବିଆଇ ଚଢ଼ାଉ କରିଛି। ମୋଟ ୧୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଏଥିରୁ ଓଡ଼ିଶାର ୨ଟି ସ୍ଥାନରେ ଚଢ଼ାଉ କରାଯାଇଛି। ବାକି ୧୭ଟି ସ୍ଥାନ ହେଉଛି ପଶ୍ଚିମବଙ୍ଗରେ। କଂପାନୀର କାର୍ଯ୍ୟାଳୟ ଓ ନିର୍ଦ୍ଦେଶକମାନଙ୍କ ଘରେ ଏହି ଚଢ଼ାଉ କରାଯାଇଛି।

chitfund

Rakesh Mallick
  • Published: Wednesday, 18 November 2015
  • , Updated: 18 November 2015, 05:52 PM IST

Related story