ଆନ୍ତଃରାଜ୍ୟ ସୁନା ଚୋର ଗିରଫ

ରାଉରକେଲା: ଆନ୍ତଃରାଜ୍ୟ ସୁନା ଚୋରକୁ ଗିରଫ କଲା ରାଉରକେଲା ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତର ନାଁ କାର୍ତ୍ତିକ ମାଝୀ । ରାଉରକେଲା, ଝାରସୁଗୁଡ଼ା ଓ ଛତିଶଗଡ଼ରେ ତାଙ୍କ ନାଁରେ ୧୯ଟି ବଡ ଧରଣର ଚୋରି ମାମଲା ରହିଛି । ରାଉରକେଲା ସେକ୍ଟର-୩ ଥାନା ପୋଲିସ କାର୍ତ୍ତିକକୁ ଗିରଫ କରିଛି । ଏହା ସହ ଆଉ ୩ଜଣ ସୁନା ବ୍ୟବସାୟୀଙ୍କୁ ଚୋରା ସୁନା କିଣିବା ଅଭିଯୋଗରେ ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ୩ଲକ୍ଷ ଟଙ୍କାର […]

thief

thief

Rakesh Mallick
  • Published: Tuesday, 04 April 2017
  • Updated: 04 April 2017, 10:29 PM IST

Sports

Latest News

ରାଉରକେଲା: ଆନ୍ତଃରାଜ୍ୟ ସୁନା ଚୋରକୁ ଗିରଫ କଲା ରାଉରକେଲା ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତର ନାଁ କାର୍ତ୍ତିକ ମାଝୀ । ରାଉରକେଲା, ଝାରସୁଗୁଡ଼ା ଓ ଛତିଶଗଡ଼ରେ ତାଙ୍କ ନାଁରେ ୧୯ଟି ବଡ ଧରଣର ଚୋରି ମାମଲା ରହିଛି । ରାଉରକେଲା ସେକ୍ଟର-୩ ଥାନା ପୋଲିସ କାର୍ତ୍ତିକକୁ ଗିରଫ କରିଛି । ଏହା ସହ ଆଉ ୩ଜଣ ସୁନା ବ୍ୟବସାୟୀଙ୍କୁ ଚୋରା ସୁନା କିଣିବା ଅଭିଯୋଗରେ ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ୩ଲକ୍ଷ ଟଙ୍କାର ଗହଣା ଓ ୨ଟି ମୋଟର ସାଇକେଲ୍‌ ଜବତ କରାଯାଇଛି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story