ଇ-ବୁକ୍ ନାଁରେ ଠକେଇ: ଘରୋଇ ସଂସ୍ଥାର ମହିଳା କର୍ମଚାରୀ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ଇ-ବୁକ୍ ନାଁରେ ଠକେଇ ମାମଲାରେ ଆଇକ୍ୟୁବିଏସ୍‌ ସଂସ୍ଥାର ଜଣେ ମହିଳା ନିର୍ବାହୀ ଅଧିକାରୀଙ୍କୁ କମିଶନରେଟ୍‌ ପୋଲିସ୍ ଗିରଫ କରିଛି।  ଗିରଫ ମହିଳା ଜଣଙ୍କ ନାଁ ଉର୍ବଶୀ ବୋଲି ଜଣାପଡିଛି। ତାଙ୍କୁ ଖାରବେଳ ନଗର ପୋଲିସ୍ ଗିରଫ କରିଛି ।