କୁଜଙ୍ଗ ସେଲ୍ସମ୍ୟାନ ଜିଅନ୍ତା ଜାଳିବା ଘଟଣା: ସିସିଟିଭି ଖୋଲିବ କି ରହସ୍ୟ?

ପାରାଦୀପ: ପୂର୍ବ ଶତ୍ରୁତାରୁ ମଦ ଦୋକାନ ସେଲ୍ସମ୍ୟାନ୍‌ଙ୍କୁ ଜିଅନ୍ତା ଜାଳି ଦେଇଛନ୍ତି ଦୁର୍ବୃତ୍ତ। ଜଗତସିଂହପୁର ପଙ୍କପାଳରେ ଥିବା ବିଦେଶୀ ମଦ ଦୋକାନର ସେଲ୍ସମ୍ୟାନ୍ ଉଲ୍ଲାସ ଜେନାଙ୍କୁ ଏମିତି ଜଘନ୍ୟଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକେ। ଅଭିଯୋଗକୁ ଆହୁରି ବଳ ଦେଇଛି ମଦଦୋକାନ ସିସିଟିଭିରୁ ମିଳିଥିବା ଫୁଟେଜ୍। ତେବେ ଦରପୋଡ଼ା ହିସାବ ଖାତାରୁ ପୋଲିସ ଓ ଅବକାରୀ ବିଭାଗ ମାସିକ ବଟି ନେଉଥିବା ଜଣାପଡ଼ିବା ପରେ ତଦନ୍ତ ବାଟବଣା ହୋଇଥିବା ଅଭିଯୋଗ କରିଛନ୍ତି ପରିବାର […]

Jagatsinghpur –salesman-killed

Jagatsinghpur –salesman-killed

Rakesh Mallick
  • Published: Wednesday, 12 July 2017
  • Updated: 12 July 2017, 08:26 PM IST

Sports

Latest News

ପାରାଦୀପ: ପୂର୍ବ ଶତ୍ରୁତାରୁ ମଦ ଦୋକାନ ସେଲ୍ସମ୍ୟାନ୍‌ଙ୍କୁ ଜିଅନ୍ତା ଜାଳି ଦେଇଛନ୍ତି ଦୁର୍ବୃତ୍ତ। ଜଗତସିଂହପୁର ପଙ୍କପାଳରେ ଥିବା ବିଦେଶୀ ମଦ ଦୋକାନର ସେଲ୍ସମ୍ୟାନ୍ ଉଲ୍ଲାସ ଜେନାଙ୍କୁ ଏମିତି ଜଘନ୍ୟଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକେ। ଅଭିଯୋଗକୁ ଆହୁରି ବଳ ଦେଇଛି ମଦଦୋକାନ ସିସିଟିଭିରୁ ମିଳିଥିବା ଫୁଟେଜ୍। ତେବେ ଦରପୋଡ଼ା ହିସାବ ଖାତାରୁ ପୋଲିସ ଓ ଅବକାରୀ ବିଭାଗ ମାସିକ ବଟି ନେଉଥିବା ଜଣାପଡ଼ିବା ପରେ ତଦନ୍ତ ବାଟବଣା ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

୨୦୧୬ ନଭେମ୍ବର ୬ ତାରିଖରେ ପଙ୍କପାଳରେ ଏକ ବିଦେଶୀ ମଦଦୋକାନ ପରିସରରୁ ମିଳିଥିଲା ସେଲ୍ସମ୍ୟାନ୍ ଉଲ୍ଲାସଙ୍କ ଦରପୋଡ଼ା ମୃତଦେହ। ତା’ ପୂର୍ବଦିନ ରାତି ଅର୍ଥାତ ନଭେମ୍ବର ୫ ତାରିଖରେ ମଦଦୋକାନ ପରିସରରେ ଲାଗିଥିବା ସିସି କ୍ୟାମେରାରେ ଉତ୍ତୋଳିତ ଚିତ୍ର ସବୁ ଗୁମର ଖୋଲିଛି। ରାତି ୨ଟା ୫୩ ମିନିଟ୍‌ରେ ଝିପିଝିପି ବର୍ଷା ହେଉଛି। ହାତରେ ପ୍ଲାଷ୍ଟିକ ଜାର୍ ଧରି ଯିବା ଆସିବା କରୁଛି ଜଣେ ଯୁବକ। ପାଖରେ ଅଛନ୍ତି ଆଉ ଜଣେ ଯୁବକ। ଏହି ଫୁଟେଜ୍ ସହିତ ଯୋଡ଼ି ହୋଇରହିଛି ଉଲ୍ଲାସଙ୍କ ମୃତ୍ୟୁ ରହସ୍ୟ। ପରିବାର ଲୋକଙ୍କ ଅଭିଯୋଗ ପୂର୍ବ ଶତ୍ରୁତାରୁ ଉଲ୍ଲାସଙ୍କୁ ଜିଅନ୍ତା ଜାଳି ଦିଆଯାଇଛି। ହେଲେ ପୋଲିସ୍ ଚୁପ୍ କାରଣ ହେଉଛି ଏକ ଖାତା। ଯେଉଁଥିରେ ରହିଛି ମଦଦୋକାନରୁ ମାସିକ ବଟି ନେଇଥିବା ସ୍ଥାନୀୟ ପୋଲିସ ଅଧିକାରୀ ଓ ଅବକାରୀ ବିଭାଗର ଅଧିକାରୀଙ୍କ ନାଁ ରହିଛି ବୋଲି ଅଭିଯୋଗ ହୋଇଛି। ଏବେ ଏହି ଘଟଣାକୁ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରୁଛି।

ଉଲ୍ଲାସଙ୍କ ଭାଇ ଉମେଶ ଜେନା କହିଛନ୍ତି-“ସିସିଟିଭି ଫୋଟେଜରେ ଦୁଇ ଜଣ ଦୁର୍ବୃତ୍ତ ନିଆଁ ଲଗାଇ ପୋଡି ମାରିବାର ପ୍ରମାଣ ଅଛି। ହେଲେ ଏପର୍ଯ୍ୟନ୍ତ ପୋଲିସ ସେମାନଙ୍କୁ ଗିରଫ କରୁନାହିଁ। ଅଭିଯୁକ୍ତମାନେ ଧରାନପଡିଲେ ଆମ ଜୀବନ ପ୍ରତି ବିପଦ ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story