ଯାଜପୁର: ୬ ଠକ ଗିରଫ, କାର ଜବତ

ଯାଜପୁର: ଲୋନ୍ କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ବାଲିଚନ୍ଦ୍ରପୁର ଥାନା ପୋଲିସ୍‌ ଆଜି ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ କଲେଜ ଛାତ୍ର ଅଛନ୍ତି। ପୋଲିସ୍  ସେମାନଙ୍କଠାରୁ ଗୋଟିଏ କାର ଓ ଦୁଇଟି ବାଇକ୍‌ ଜବତ କରିଛି। ଜବତ କାର୍‌ ପଛ ନମ୍ୱର ପ୍ଲେଟ୍‌ରେ ମିନିଷ୍ଟ୍ରି ଅଫ୍‌ ମାଇକ୍ରୋ, ସ୍ମଲ ଆଣ୍ଡ୍‌ ମିଡିୟମ୍‌ ଏଣ୍ଟରପ୍ରାଇଜେସ୍‌ (ଏମ୍‌ଏସ୍‌ଏମ୍‌ଇ) ଲେଖାଯାଇଥିବା ବେଳେ ଆଗ ନମ୍ୱର ପ୍ଲେଟ୍‌ରେ ଅନ୍‌ ଜିଓଭିଟି ସର୍ଭିସ୍‌ ଡ୍ୟୁଟି ଲେଖାଯାଇଛି। ଗିରଫ […]

lootera

lootera

Rakesh Mallick
  • Published: Friday, 04 November 2016
  • Updated: 04 November 2016, 02:21 PM IST

Sports

Latest News

looteraଯାଜପୁର: ଲୋନ୍ କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ବାଲିଚନ୍ଦ୍ରପୁର ଥାନା ପୋଲିସ୍‌ ଆଜି ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ କଲେଜ ଛାତ୍ର ଅଛନ୍ତି। ପୋଲିସ୍  ସେମାନଙ୍କଠାରୁ ଗୋଟିଏ କାର ଓ ଦୁଇଟି ବାଇକ୍‌ ଜବତ କରିଛି।

ଜବତ କାର୍‌ ପଛ ନମ୍ୱର ପ୍ଲେଟ୍‌ରେ ମିନିଷ୍ଟ୍ରି ଅଫ୍‌ ମାଇକ୍ରୋ, ସ୍ମଲ ଆଣ୍ଡ୍‌ ମିଡିୟମ୍‌ ଏଣ୍ଟରପ୍ରାଇଜେସ୍‌ (ଏମ୍‌ଏସ୍‌ଏମ୍‌ଇ) ଲେଖାଯାଇଥିବା ବେଳେ ଆଗ ନମ୍ୱର ପ୍ଲେଟ୍‌ରେ ଅନ୍‌ ଜିଓଭିଟି ସର୍ଭିସ୍‌ ଡ୍ୟୁଟି ଲେଖାଯାଇଛି।

ଗିରଫ ଯୁବକମାନେ ସ୍ମାର୍ଟ ଓଡ଼ିଶା ଇ’ ସର୍ଭିସ୍‌ ପ୍ରାଇଭେଟ୍‌ ସଂସ୍ଥାର କର୍ମଚାରୀ ବୋଲି ପରିଚୟ ଦେଇ ଗତକାଲି ବାଲିଚନ୍ଦ୍ରପୁର ବଜାରର ବ୍ୟବସାୟୀଙ୍କଠାରୁ ଋଣ ଦେବା ଆଳରେ ୨୦୦ ଟଙ୍କା ଲେଖାଏଁ ଆଦାୟ କରୁଥିଲେ। ଏ ସମ୍ପର୍କରେ ପୋଲିସ୍‌ ଖବର ପାଇ ସେମାନଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଫ୍ରଡ୍‌ ସଂସ୍ଥା ବୋଲି ଜାଣିବାକୁ ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story