କୁଖ୍ୟାତ ଏଟିଏମ୍ ଲୁଟେରା ଜନ୍ମେଜୟ ଗିରଫ

ଯାଜପୁର: କୁଖ୍ୟାତ ଏଟିଏମ୍ ଲୁଟେରା ଜନ୍ମେଜୟ ପ୍ରଧାନକୁ ଗିରଫ କରିଛି ବାଲିଚନ୍ଦ୍ରପୁର ପୋଲିସ୍। ତାକୁ ବାଲିପଡ଼ିଆ ଗାଁରୁ ଗିରଫ କରିଛି ପୋଲିସ୍। ତା’ଘରୁ ଏକ ଲକ୍ଷ ଚାଲିଶ ହଜାର ଟଙ୍କା ସହ ଗୋଟିଏ କାର୍‌, ଗୋଟିଏ ବାଇକ୍ ଓ ସୁନାଗହଣା ଜବତ କରିଛି।

arrested

Rakesh Mallick
  • Published: Friday, 18 November 2016
  • , Updated: 18 November 2016, 09:47 AM IST

Related story