ଯାଜପୁର: ହାତୀ ଦାନ୍ତ ଚୋରାଚାଲାଣ ବେଳେ ୩ ଗିରଫ

ଯାଜପୁର: ଯାଜପୁର ଜିଲ୍ଲାର ୫ ନମ୍ୱର (କ) ଜାତୀୟ ରାଜପଥର ଭାକୁଡ଼ ଛକରୁ ଚୋରାଚାଲାଣ ହେଉଥିବା ହାତୀ ଦାନ୍ତ ଓ ଗୋଟିଏ କାର୍‌କୁ ପୋଲିସ୍‌ ଜବତ କରିଛି। ଏହି ଘଟଣାରେ ବାଲିଚନ୍ଦ୍ରପୁର ଥାନା  ପୋଲିସ୍‌ ୩ ଜଣଙ୍କୁ ଗିରଫ କରିଛି।

arrest

Rakesh Mallick
  • Published: Saturday, 15 October 2016
  • , Updated: 15 October 2016, 12:00 PM IST

Related story