ଜଳେଶ୍ୱର: ଟିକସ ଫାଙ୍କି ଅଭିଯୋଗରେ ଦୁଇ ବ୍ୟବସାୟୀଙ୍କ ଗୋଦାମ ଘରେ ଭିଜିଲାନ୍ସ ଚଢାଉ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଟ୍ୟାକ୍ସ ଫାଙ୍କି ଅଭିଯୋଗରେ ଦୁଇଜଣ ବ୍ୟବସାୟୀଙ୍କ ଦୋକନରେ ଆଜି ଭିଜିଲାନ୍ସ ବିଭାଗର ସେଲଟ୍ୟାକ୍ସ ଶାଖା ପକ୍ଷରୁ ଚଢାଉ କରାଯାଇଛି। ବ୍ୟବସାୟୀ ରାମଜସ ପ୍ରସାଦଙ୍କ ଦୋକାନ ସମେତ ୬ଟି ଗୋଦାମ ଓ ନନ୍ଦଲାଲ ପ୍ରସାଦଙ୍କ ଦୋକାନ ଓ ଗୋଟିଏ ଗୋଦମରେ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ବହୁ ପରିମାଣରେ ତେଲ, ଘିଅ ଓ ଡାଲି ଗୋଦାମରେ ମହଜୁଦ୍ ଥିବା ଜଣାପଡିଛି। ଚଢାଉ ସମୟରେ ଗୋଦାମରେ ମାଲ ଅନଲଡ କରୁଥିବା ଦୁଇଟି ଗାଡିକୁ ଅଟକ […]

tax

Rakesh Mallick
  • Published: Wednesday, 18 November 2015
  • , Updated: 18 November 2015, 10:30 AM IST

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଟ୍ୟାକ୍ସ ଫାଙ୍କି ଅଭିଯୋଗରେ ଦୁଇଜଣ ବ୍ୟବସାୟୀଙ୍କ ଦୋକନରେ ଆଜି ଭିଜିଲାନ୍ସ ବିଭାଗର ସେଲଟ୍ୟାକ୍ସ ଶାଖା ପକ୍ଷରୁ ଚଢାଉ କରାଯାଇଛି। ବ୍ୟବସାୟୀ ରାମଜସ ପ୍ରସାଦଙ୍କ ଦୋକାନ ସମେତ ୬ଟି ଗୋଦାମ ଓ ନନ୍ଦଲାଲ ପ୍ରସାଦଙ୍କ ଦୋକାନ ଓ ଗୋଟିଏ ଗୋଦମରେ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ବହୁ ପରିମାଣରେ ତେଲ, ଘିଅ ଓ ଡାଲି ଗୋଦାମରେ ମହଜୁଦ୍ ଥିବା ଜଣାପଡିଛି। ଚଢାଉ ସମୟରେ ଗୋଦାମରେ ମାଲ ଅନଲଡ କରୁଥିବା ଦୁଇଟି ଗାଡିକୁ ଅଟକ ରଖାଯାଇଛି।

Related story