ଝାରପଡ଼ା ହଳଦିପଡ଼ିଆ ବସ୍ତିରୁ ୩୦ଗ୍ରାମର ବ୍ରାଉନସୁଗାର ଜବତ, ୩ ଗିରଫ

ଭୁବନେଶ୍ୱର: ଭୁବେଶ୍ୱର ସ୍ଥିତ ଝାରପଡ଼ା ହଳଦିପଡ଼ିଆ ବସ୍ତିରୁ ୩୦ଗ୍ରାମର ବ୍ରାଉନସୁଗାର ଲକ୍ଷ୍ମୀସାଗର ଥାନା ପୋଲିସ୍‌ ଜବତ କରିବା ସହ ୩ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।  ସେମାନେ ହେଲେ ସଞ୍ଜୟ ମହାନ୍ତି, ବିଶ୍ୱଜିତ ବେପାରୀ ଓ ସଞ୍ଜୟ ମହାନ୍ତି। ବିଶ୍ୱଜିତଠାରୁ ୧୧ଗ୍ରାମ,ସଞ୍ଜୟଠାରୁ ୯ଗ୍ରାମ ଏବଂ ବେଣୁଧରଠାରୁ ୧୦ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିବା ପୋଲିସ୍‌ ସୂଚନା ଦେଇଛି। ଗିରଫ ଯୁବକମାନେ ଖୋର୍ଦ୍ଧା, ନୟାଗଡ଼ ଏବଂ ଭଦ୍ରକ ଅଞ୍ଚଳର ବୋଲି ଜଣାପଡ଼ିଛି। କୌଣସି ସୂତ୍ରରୁ ଖବର […]

brown sugar

brown sugar

Rakesh Mallick
  • Published: Friday, 17 February 2017
  • Updated: 17 February 2017, 08:42 PM IST

Sports

Latest News

ଭୁବନେଶ୍ୱର: ଭୁବେଶ୍ୱର ସ୍ଥିତ ଝାରପଡ଼ା ହଳଦିପଡ଼ିଆ ବସ୍ତିରୁ ୩୦ଗ୍ରାମର ବ୍ରାଉନସୁଗାର ଲକ୍ଷ୍ମୀସାଗର ଥାନା ପୋଲିସ୍‌ ଜବତ କରିବା ସହ ୩ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।  ସେମାନେ ହେଲେ ସଞ୍ଜୟ ମହାନ୍ତି, ବିଶ୍ୱଜିତ ବେପାରୀ ଓ ସଞ୍ଜୟ ମହାନ୍ତି। ବିଶ୍ୱଜିତଠାରୁ ୧୧ଗ୍ରାମ,ସଞ୍ଜୟଠାରୁ ୯ଗ୍ରାମ ଏବଂ ବେଣୁଧରଠାରୁ ୧୦ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିବା ପୋଲିସ୍‌ ସୂଚନା ଦେଇଛି। ଗିରଫ ଯୁବକମାନେ ଖୋର୍ଦ୍ଧା, ନୟାଗଡ଼ ଏବଂ ଭଦ୍ରକ ଅଞ୍ଚଳର ବୋଲି ଜଣାପଡ଼ିଛି।

କୌଣସି ସୂତ୍ରରୁ ଖବର ପାଇ ଲକ୍ଷ୍ମୀସାଗର ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢ଼ାଉ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos