ଝାରସୁଗୁଡ଼ା: ୫୨ଟି ବାଇକ୍‌ ଜବତ, ୧୨ ଗିରଫ

ଝାରସୁଗୁଡ଼ା: ଝାରସୁଗୁଡ଼ା ଥାନା ପୋଲିସ୍‌ ଆଜି ୫୨ଟି ଚୋରି ବାଇକ୍‌ ଜବତ କରିଛି। ଏହି ଘଟଣାରେ ୧୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତକାଲି ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁର ସଞ୍ଜୟ କେଶରୀ ଓ ସବଡେଗାର କୃପାନିଧି ମହାନନ୍ଦିଆ ଚୋରି ବାଇକ୍‌ ବିକ୍ରି କରୁଥିଲେ। ଏ ସମ୍ପର୍କରେ ପୋଲିସ୍‌ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଗିରଫ କରିଥିଲା। ସେମାନଙ୍କ ବୟାନକୁ ଆଧାର କରି ପୋଲିସ୍‌ ଆଜି ବାଇକ୍‌ ଚୋରି ରାକେଟ୍‌ ଅନ୍ୟ ୧୦ଜଣଙ୍କୁ ଗିରଫ କରିବା […]

bike

bike

Rakesh Mallick
  • Published: Saturday, 22 October 2016
  • Updated: 22 October 2016, 06:46 PM IST

Sports

Latest News

ଝାରସୁଗୁଡ଼ା: ଝାରସୁଗୁଡ଼ା ଥାନା ପୋଲିସ୍‌ ଆଜି ୫୨ଟି ଚୋରି ବାଇକ୍‌ ଜବତ କରିଛି। ଏହି ଘଟଣାରେ ୧୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଗତକାଲି ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁର ସଞ୍ଜୟ କେଶରୀ ଓ ସବଡେଗାର କୃପାନିଧି ମହାନନ୍ଦିଆ ଚୋରି ବାଇକ୍‌ ବିକ୍ରି କରୁଥିଲେ। ଏ ସମ୍ପର୍କରେ ପୋଲିସ୍‌ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଗିରଫ କରିଥିଲା। ସେମାନଙ୍କ ବୟାନକୁ ଆଧାର କରି ପୋଲିସ୍‌ ଆଜି ବାଇକ୍‌ ଚୋରି ରାକେଟ୍‌ ଅନ୍ୟ ୧୦ଜଣଙ୍କୁ ଗିରଫ କରିବା ସହିତ ୫୨ଟି ଚୋରି ବାଇକ ଜବତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story