ଝାନସୀରେ ୫୦,୦୦୦ ଟଙ୍କାରେ ଓଡ଼ିଆ ଯୁବତୀଙ୍କୁ ବିକ୍ରି ଅଭିଯୋଗ

ଭୁବନେଶ୍ୱର: ବିବାହ ନାଁରେ ଜଣେ ଯୁବତୀଙ୍କୁ ୫୦,୦୦୦ ଟଙ୍କାରେ ଝାନସୀରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ସେଠାରୁ ଖସି ଆସିବା ପରେ ଏହି ଘଟଣା ପଦାକୁ ଆସିଛି। ଏପରି ଅଭିଯୋଗ ଢେଙ୍କାନାଳ ଜିଲ୍ଲାରୁ ଆସିଛି। ଅଭିଯୋଗ ଅନୁସାରେ ଢେଙ୍କାନାଳର ଯୁବତୀ ଜଣଙ୍କୁ ତାଙ୍କ ସମ୍ପର୍କିୟମାନେ ଝାନସୀ ନେଇ ଏକ ମନ୍ଦିରରେ ଜଣେ ବ୍ୟକ୍ତିଙ୍କ ସହିତ ବିବାହ କରାଇ ଦେଇଥିଲେ। ବିବାହ ୧୦ ଦିନ ପରେ ଯୁବତୀଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ନିର୍ଯାତନା ଦେବା ଆରମ୍ଭ […]

dkl girl

dkl girl

Rakesh Mallick
  • Published: Wednesday, 22 February 2017
  • Updated: 22 February 2017, 09:55 PM IST

ଭୁବନେଶ୍ୱର: ବିବାହ ନାଁରେ ଜଣେ ଯୁବତୀଙ୍କୁ ୫୦,୦୦୦ ଟଙ୍କାରେ ଝାନସୀରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ସେଠାରୁ ଖସି ଆସିବା ପରେ ଏହି ଘଟଣା ପଦାକୁ ଆସିଛି। ଏପରି ଅଭିଯୋଗ ଢେଙ୍କାନାଳ ଜିଲ୍ଲାରୁ ଆସିଛି।

ଅଭିଯୋଗ ଅନୁସାରେ ଢେଙ୍କାନାଳର ଯୁବତୀ ଜଣଙ୍କୁ ତାଙ୍କ ସମ୍ପର୍କିୟମାନେ ଝାନସୀ ନେଇ ଏକ ମନ୍ଦିରରେ ଜଣେ ବ୍ୟକ୍ତିଙ୍କ ସହିତ ବିବାହ କରାଇ ଦେଇଥିଲେ। ବିବାହ ୧୦ ଦିନ ପରେ ଯୁବତୀଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଯୁବତୀ ଜଣଙ୍କ ଏହାର ପ୍ରତିବାଦ କରିବାରୁ ତାଙ୍କୁ ୫୦,୦୦୦ ଟଙ୍କାରେ କିଣା ଯାଇଥିବା ଶ୍ୱଶୁର ଘର ଲୋକେ କହିଥିଲେ। ତେବେ କୌଣସି ପ୍ରକାରେ ଯୁବତୀ ଜଣଙ୍କ ସେମାନଙ୍କ କବଳରୁ ଖସି ଆସିବା ସହ ଟ୍ରେନ୍‌ରେ ଭୁବନେଶ୍ୱର ପଳାଇ ଆସିଥିଲେ।

ଭୁବନେଶ୍ୱର ରୁଚିକା ହେଲ୍ପ ଲାଇନ୍‌ ଏସମ୍ପର୍କରେ ଜାଣିପାରି ଯୁବତୀଙ୍କୁ ଉଦ୍ଧାର କରିଥିଲା। ଏ ସମ୍ପର୍କରେ କମିଶନରେଟ ପୋଲିସ ଆଣ୍ଟି ଟ୍ରାଫିକିଂ ୟୁନିଟ୍‌ରେ ସଙ୍ଗଠନ ପକ୍ଷରୁ ଅଭିଯୋଗ କରାଯାଇଛି।

ଅନ୍ୟପକ୍ଷରେ ଯୁବତୀ ଜଣକ ଘରକୁ ଫେରିବାକୁ ଚାହୁଁ ନାହାନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଦାବି କରିଛନ୍ତି।

ଝାନସୀରେ ପୁରୁଷ ତୁଳନାରେ ଯୁବତୀଙ୍କ ସଂଖ୍ୟା କମ୍‌ ଥିବାରୁ ଓଡ଼ିଶାରୁ ଏପରି ଯୁବତୀ ଚାଲାଣ ହେଉଥିବା ଅଭିଯୋଗ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story