ଝାରପଡା ଜେଲରୁ ମୁକୁଳିଲେ ପ୍ରୀତି ଭାଟିଆ

ଭୁବନେଶ୍ୱର: ସୁପ୍ରିମକୋର୍ଟରୁ ଜାମିନ୍ ପାଇବା ପରେ ଆଜି ଜେଲରୁ ମୁକୁଳିଛନ୍ତି ମୁମ୍ୱାଇ ମଡେଲ୍ ପ୍ରୀତି ଭାଟିଆ। ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇ ପ୍ରୀତି ଅକ୍ଟୋବର ୨୦୧୪ରୁ ଝାରପଡ଼ା ଜେଲରେ ଥିଲେ। ପୂର୍ବରୁ ପ୍ରୀତି ଭାଟ୍ଟିଆଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ତେବେ ପରେ ପ୍ରୀତି ସୁପ୍ରିମକୋର୍ଟ ଯାଇଥିଲା ବେଳେ ଗତ ବୁଧବାର ସର୍ବୋଚ୍ଚ କୋର୍ଟ ତାଙ୍କ ଜାମିନ୍ ଆବେଦନକୁ ମଞ୍ଜୁର କରିଥିଲେ। ଜେଲରୁ ମୁକୁଳିବା ପରେ ଆସନ୍ତାକାଲି ସେ ମୁମ୍ୱାଇ […]

priti

Rakesh Mallick
  • Published: Saturday, 07 November 2015
  • , Updated: 07 November 2015, 05:55 PM IST

ଭୁବନେଶ୍ୱର: ସୁପ୍ରିମକୋର୍ଟରୁ ଜାମିନ୍ ପାଇବା ପରେ ଆଜି ଜେଲରୁ ମୁକୁଳିଛନ୍ତି ମୁମ୍ୱାଇ ମଡେଲ୍ ପ୍ରୀତି ଭାଟିଆ। ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇ ପ୍ରୀତି ଅକ୍ଟୋବର ୨୦୧୪ରୁ ଝାରପଡ଼ା ଜେଲରେ ଥିଲେ। ପୂର୍ବରୁ ପ୍ରୀତି ଭାଟ୍ଟିଆଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ତେବେ ପରେ ପ୍ରୀତି ସୁପ୍ରିମକୋର୍ଟ ଯାଇଥିଲା ବେଳେ ଗତ ବୁଧବାର ସର୍ବୋଚ୍ଚ କୋର୍ଟ ତାଙ୍କ ଜାମିନ୍ ଆବେଦନକୁ ମଞ୍ଜୁର କରିଥିଲେ। ଜେଲରୁ ମୁକୁଳିବା ପରେ ଆସନ୍ତାକାଲି ସେ ମୁମ୍ୱାଇ ଯିବେ।

Related story