କଳାହାଣ୍ଡି: ଗହଣା ଦୋକାନ ଓ ବାଇକ ସୋରୁମ ଉପରେ ଆୟକର ଚଢାଉ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଆଜି ଗହଣା ଦୋକାନ ଓ ବାଇକ ସୋରୁମ ଉପରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଭବାନୀପାଟଣାର ଅରୁନ୍ଧତୀ ଜୁଏଲରୀ ଉପରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ସେହିପରି କେସିଙ୍ଗ। ରୋଡରେ ଥିବା ଅରୁନ୍ଧତୀ ବାଇକ୍ ସୋରୁମ ଉପରେ ମଧ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇ ତଦନ୍ତ ଜାରି ରଖିଛି। ଆୟକର ଫ।ଙ୍କିବା ଅଭିଯୋଗରେ ଏହି ଚଢାଉ କରାଯାଇଥିବା ଜଣାପଡିଛି।

raid

Rakesh Mallick
  • Published: Tuesday, 10 November 2015
  • , Updated: 10 November 2015, 08:37 AM IST

Related story