କଳାହାଣ୍ଡିରେ ପୋଡ଼ି ହତ୍ୟା ଉଦ୍ୟମ ମାମଲା: ପୀଡ଼ିତାଙ୍କ ବୟାନ ରେକର୍ଡ

ରାଉରକେଲା: କଳାହାଣ୍ଡି ଜିଲ୍ଲା ମଧୁପୁର ଗାଁରେ ଜଣେ ନାବାଳିକାଙ୍କୁ ପୋଡ଼ି ହତ୍ୟା ଉଦ୍ୟମ ଘଟଣାର ତଦନ୍ତ ଜାରି ରଖିଛି କ୍ରାଇମ୍‌ବ୍ରାଞ୍ଚ୍। ଆଜି କ୍ରାଇମ୍‌ବ୍ରାଞ୍ଚ୍‌ ରାଉରକେଲାର ଆଇଜିଏଚ୍‌ରେ ଚିକିତ୍ସାଧୀନ ଥିବା ଏହି ନାବାଳିକାଙ୍କ ଜମାନବନ୍ଦୀ ରେକର୍ଡ କରିଛି। ବୀରମିତ୍ରପୁର ଅତିରିକ୍ତ ତହସିଲଦାର ବିଭାରାଣୀ ଭଟ୍ଟାଚାର୍ଜ୍ୟଙ୍କ ଉପସ୍ଥିତିରେ କ୍ରାଇମ୍‌ବ୍ରାଞ୍ଚ୍‌ର ୩ ଅଧିକାରୀ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି। ଏହାର ଭିଡିଓଗ୍ରାଫି ମଧ୍ୟ କରାଯାଇଛି। ପୀଡ଼ିତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅନ୍ୟପକ୍ଷରେ ଜଣେ ମହିଳା ଇନ୍ସପେକ୍ଟରଙ୍କ ନେତୃତ୍ୱରେ କ୍ରାଇମ୍‌ବ୍ରାଞ୍ଚରର ଅନ୍ୟ ଏକ […]

kalahandi

kalahandi

Rakesh Mallick
  • Published: Sunday, 15 January 2017
  • Updated: 15 January 2017, 05:46 PM IST

Sports

Latest News

ରାଉରକେଲା: କଳାହାଣ୍ଡି ଜିଲ୍ଲା ମଧୁପୁର ଗାଁରେ ଜଣେ ନାବାଳିକାଙ୍କୁ ପୋଡ଼ି ହତ୍ୟା ଉଦ୍ୟମ ଘଟଣାର ତଦନ୍ତ ଜାରି ରଖିଛି କ୍ରାଇମ୍‌ବ୍ରାଞ୍ଚ୍। ଆଜି କ୍ରାଇମ୍‌ବ୍ରାଞ୍ଚ୍‌ ରାଉରକେଲାର ଆଇଜିଏଚ୍‌ରେ ଚିକିତ୍ସାଧୀନ ଥିବା ଏହି ନାବାଳିକାଙ୍କ ଜମାନବନ୍ଦୀ ରେକର୍ଡ କରିଛି। ବୀରମିତ୍ରପୁର ଅତିରିକ୍ତ ତହସିଲଦାର ବିଭାରାଣୀ ଭଟ୍ଟାଚାର୍ଜ୍ୟଙ୍କ ଉପସ୍ଥିତିରେ କ୍ରାଇମ୍‌ବ୍ରାଞ୍ଚ୍‌ର ୩ ଅଧିକାରୀ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି। ଏହାର ଭିଡିଓଗ୍ରାଫି ମଧ୍ୟ କରାଯାଇଛି।

ପୀଡ଼ିତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଅନ୍ୟପକ୍ଷରେ ଜଣେ ମହିଳା ଇନ୍ସପେକ୍ଟରଙ୍କ ନେତୃତ୍ୱରେ କ୍ରାଇମ୍‌ବ୍ରାଞ୍ଚରର ଅନ୍ୟ ଏକ ୪ ଜଣିଆ ଟିମ୍ ନର୍ଲାରେ ଡେରା ପକାଇଛନ୍ତି। ଗତକାଲି ଏହି ଟିମ୍ ନର୍ଲା ଥାନାକୁ ଯାଇ ଘଟଣାର ବିସ୍ତୃତ ରିପୋର୍ଟ ସଂଗ୍ରହ କରିବା ପରେ ଗାଁକୁ ଯାଇ ତଦନ୍ତ କରିଛି।

ଏହି ଘଟଣାରେ ସ୍ଥାନୀୟ ପୋଲିସ୍ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି। ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକ ହୋଇଥିବାରୁ ତାକୁ ବାଳସୁଧାର ଗୃହକୁ  ପଠାଇ ଦିଆଯାଇଥିବା ବେଳେ ଅନ୍ୟମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story