କପିଳାସ ମନ୍ଦିରରୁ ମୂର୍ତ୍ତି ଚୋରି ଅଭିଯୋଗ

ଢେଙ୍କାନାଳ: ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସ ମନ୍ଦିରରୁ ମୂର୍ତ୍ତି ଚୋରି ଅଭିଯୋଗ ହୋଇଛି। ଦୀର୍ଘ ୭ ଶହ ବର୍ଷ ତଳର ପୁରାତନ ଗଣେଶ, ଦୁର୍ଗା ଓ ଭୈରବୀଙ୍କ ପଥର ମୂର୍ତ୍ତିକୁ ବୁଧବାର ରାତିରେ କେହି ଚୋରି କରି ନେଇଥିବା ଜଣାପଡ଼ିଛି। ଆଜି ସକାଳୁ ମନ୍ଦିରର ପୂଜକମାନେ ଏହି ୩ଟି ମୂର୍ତ୍ତି ନ ଥିବା ଦେଖିଥିଲେ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଗାଁନ୍ଦିଆ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

kapilash ru murti-chori-2

Rakesh Mallick
  • Published: Thursday, 26 November 2015
  • , Updated: 26 November 2015, 05:53 AM IST

Related story