ଝିଙ୍କିରିଆ ଲୁଟ୍ ଓ ଗଣଧର୍ଷଣ ମାମଲାରେ ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ

କଟକ: କଟକ ସଦର ଥାନା ଅନ୍ତର୍ଗତ ଝିଙ୍କିରିଆ ଗାଁରେ ଗତ ୨୬ ତାରିଖରେ ହୋଇଥିବା ଲୁଟ୍ ଓ ଗଣବଳାତ୍କାର ମାମଲାରେ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ଆଜି କଟକ ଡିସିପି ସଞ୍ଜୀବ ଅରୋରା ସୂଚନା ଦେଇଛନ୍ତି। ଗିରଫ ଦୁଇ ଅଭଯୁକ୍ତ ହେଲେ ଗଦାଧର ଦାସ (୩୫) ଓ ରତ୍ନାକର ଦାସ (୨୦)। ସେମାନଙ୍କ ଘର ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଅନ୍ତର୍ଗତ ନୂଆପଡ଼ା ଗାଁରେ। ସେମାନଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ। ଖୋର୍ଦ୍ଧା ଜିଲ୍ଲା […]

gang-rape-accused

gang-rape-accused

Rakesh Mallick
  • Published: Wednesday, 03 August 2016
  • Updated: 03 August 2016, 07:42 PM IST

Sports

Latest News

gang-rape-accusedକଟକ: କଟକ ସଦର ଥାନା ଅନ୍ତର୍ଗତ ଝିଙ୍କିରିଆ ଗାଁରେ ଗତ ୨୬ ତାରିଖରେ ହୋଇଥିବା ଲୁଟ୍ ଓ ଗଣବଳାତ୍କାର ମାମଲାରେ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ଆଜି କଟକ ଡିସିପି ସଞ୍ଜୀବ ଅରୋରା ସୂଚନା ଦେଇଛନ୍ତି। ଗିରଫ ଦୁଇ ଅଭଯୁକ୍ତ ହେଲେ ଗଦାଧର ଦାସ (୩୫) ଓ ରତ୍ନାକର ଦାସ (୨୦)। ସେମାନଙ୍କ ଘର ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଅନ୍ତର୍ଗତ ନୂଆପଡ଼ା ଗାଁରେ। ସେମାନଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ।

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳର ସୁଜିତ (ଛଦ୍ମନାମ)  ଝିଙ୍କିରିଆରେ ଘର ଭଡ଼ା ନେଇ ପରିବାର ସହ ରହନ୍ତି। ଘଟଣା ଦିନ ରାତିରେ ସେ କଟକ ବଡ଼ ମେଡିକାଲରେ ଜଣେ ସଂପର୍କୀୟଙ୍କ ପାଖରେ ରହିଯାଇଥିଲେ। ଘରେ ତାଙ୍କ ସ୍ତ୍ରୀ ଓ ଦୁଇ ପିଲା ଥିଲେ। ରାତି ପ୍ରାୟ ସାଢ଼େ ୧ଟା ବେଳ ୪ ଜଣ ଦୁର୍ବୃତ୍ତ କବାଟି ଭାଙ୍ଗି ତାଙ୍କ ଘର ଭିତରେ ପଶିଥିଲେ। ସେମାନେ ମାରଣାସ୍ତ୍ର ଦେଖାଇ ତାଙ୍କ ସ୍ତ୍ରୀଙ୍କଠାରୁ ମଙ୍ଗଳସୁତ୍ର, ପାଉଁଜି, ୩ଟି ମୋବାଇଲ ଓ କିଛି ଟଙ୍କା ଲୁଟି ଥିଲେ। ତେବେ ଏତିକିରେ କଥା ସରି ନ ଥିଲା। ସେମାନେ ସୁଜିତଙ୍କ ସ୍ତ୍ରୀଙ୍କୁ ପାଖାପାଖି ଦେଢ଼ କିଲୋମିଟିର ଦୂରକୁ ନଦୀ ପଠାକୁ ଟେକି ନେଇ ଗଣ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story