ଅପହୃତ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପୁଅ ଉଦ୍ଧାର

ପାଟକୁରା: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅର୍ନ୍ତଗତ ଗରଦପୁର ବ୍ଲକର ୧୦ ନମ୍ୱର ଜୋନ୍‌ ଜିଲ୍ଲା ପରିଷଦ ପ୍ରାର୍ଥୀ ସାବିତ୍ରୀ କୁଣ୍ଡୁଙ୍କ ପୁଅ ଗଣେଶ୍ୱର ଦୁଇ ଦିନ ତଳେ ଅପହରଣ କରାଯାଇଥିବା ବେଳେ ଆଜି ତାଙ୍କୁ ଉଦ୍ଧାର କରାଯାଇଛି। ତାଙ୍କୁ ଜଗତସିଂହପୁର ଜିଲ୍ଲା ତାରପୁର ନଦୀ ବନ୍ଧରୁ ଉଦ୍ଧାର କରାଯାଇଛି। ଗତ ୧୫ ତାରିଖ ବିଳମ୍ୱିତ ରାତିରେ ଗଣେଶ୍ୱର ନିର୍ବାଚନ ପ୍ରଚାର ସାରି ଘରକୁ ଫେରୁଥିବା ସମୟରେ ଜିରାଳ-ତିକନପୁର ରାସ୍ତାର ଜିରାଳ ଛକ ନିକଟରୁ ଦୁର୍ବୃତ୍ତମାନେ ତାଙ୍କୁ […]

kundu

kundu

Rakesh Mallick
  • Published: Friday, 17 February 2017
  • Updated: 18 February 2017, 07:15 AM IST

Sports

Latest News

ପାଟକୁରା: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅର୍ନ୍ତଗତ ଗରଦପୁର ବ୍ଲକର ୧୦ ନମ୍ୱର ଜୋନ୍‌ ଜିଲ୍ଲା ପରିଷଦ ପ୍ରାର୍ଥୀ ସାବିତ୍ରୀ କୁଣ୍ଡୁଙ୍କ ପୁଅ ଗଣେଶ୍ୱର ଦୁଇ ଦିନ ତଳେ ଅପହରଣ କରାଯାଇଥିବା ବେଳେ ଆଜି ତାଙ୍କୁ ଉଦ୍ଧାର କରାଯାଇଛି। ତାଙ୍କୁ ଜଗତସିଂହପୁର ଜିଲ୍ଲା ତାରପୁର ନଦୀ ବନ୍ଧରୁ ଉଦ୍ଧାର କରାଯାଇଛି।

ଗତ ୧୫ ତାରିଖ ବିଳମ୍ୱିତ ରାତିରେ ଗଣେଶ୍ୱର ନିର୍ବାଚନ ପ୍ରଚାର ସାରି ଘରକୁ ଫେରୁଥିବା ସମୟରେ ଜିରାଳ-ତିକନପୁର ରାସ୍ତାର ଜିରାଳ ଛକ ନିକଟରୁ ଦୁର୍ବୃତ୍ତମାନେ ତାଙ୍କୁ ଅପହରଣ କରି ନେଇଥିଲେ। ଗଣେଶଙ୍କ ବାଇକ୍‌କୁ ରାସ୍ତା କଡ଼ରୁ ଉଦ୍ଧାର କରାଯାଇଥିଲା। ଏହି ଘଟଣା ପରେ ବିଜେପି କର୍ମୀମାନେ ରାସ୍ତାରୋକ କରିବା ସହିତ ଗଣେଶଙ୍କୁ ତୁରନ୍ତ ଉଦ୍ଧାର କରିବା ଦାବିରେ ରାସ୍ତା ଅବରୋଧ କରିଥିଲେ। ଏହି ଘଟଣାରେ ସଂପୃକ୍ତ ଦୃର୍ବୃତ୍ତ ମାନଙ୍କୁ ଧରିବା ପାଇଁ ପୋଲିସ୍ ଅନୁସନ୍ଧାନ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story