ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ କେଶଦୁରାପାଳ ଗାଁରେ ଗତକାଲି ରାତିରେ ଗୌରାଙ୍ଗ ପରିଡ଼ା ନାମକ ଜଣେ ଯୁବକଙ୍କର ମୃତ ଦେହ ନିକଟସ୍ଥ ପଥର ହୁଡ଼ାରୁ ଠାବ କରାଯାଇଥିଲା। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗୌରାଙ୍ଗଙ୍କ ପାଟିରୁ ରକ୍ତ ବାହାରିବା ସହ ଶରୀରର ସମ୍ୱେଦନଶୀଳ ସ୍ଥାନରେ ଜୋତା ଚିହ୍ନ ଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ତାଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି।

youth

Rakesh Mallick
  • Published: Sunday, 05 February 2017
  • , Updated: 05 February 2017, 09:41 AM IST

Related story