ପରାଜିତ ୱାର୍ଡମେମ୍ବର ପ୍ରାର୍ଥୀଙ୍କୁ ଗଳାକାଟି ହତ୍ୟା

ବନ୍ଧୁଗାଁ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍‌ କାନାଗାଁର ଜଣେ ପରାଜିତ ୱାର୍ଡମେମ୍ବର ପ୍ରାର୍ଥୀଙ୍କୁ ଗଳାକାଟି ହତ୍ୟା କରାଯାଇଛି। ତାଙ୍କ ନାଁ କାମେଶ୍ୱର ପାଲାକା (୨୫)। ମୃତ କାମେଶ୍ୱର କାନାଗାଁର ୧୫ ନମ୍ବର ୱାର୍ଡରୁ ୱାର୍ଡମେମ୍ବର ଭାବେ ପ୍ରାର୍ଥୀ ହୋଇଥିଲେ। ଗତକାଲି ଏଠାରେ ମତଦାନ ହୋଇଥିଲା। ସେ ୫ଟି ଭୋଟ୍‌ରେ ହାରି ଯାଇଥିଲେ। ସେ ସନ୍ଧ୍ୟା ପ୍ରାୟ ୬ଟା ବେଳକୁ ଘରକୁ ଫେରିଥିଲେ। ତା’ପରେ ମୁଣ୍ଡିବାଲାନ୍ଦ ଗାଁର ଟିଲ ନାମକ ଜଣେ ଯୁବକ ତାଙ୍କୁ ଘରୁ ଡାକି ନେଇଥିଲେ। […]

murder

murder

Rakesh Mallick
  • Published: Monday, 20 February 2017
  • Updated: 20 February 2017, 06:22 PM IST

Sports

Latest News

ବନ୍ଧୁଗାଁ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍‌ କାନାଗାଁର ଜଣେ ପରାଜିତ ୱାର୍ଡମେମ୍ବର ପ୍ରାର୍ଥୀଙ୍କୁ ଗଳାକାଟି ହତ୍ୟା କରାଯାଇଛି। ତାଙ୍କ ନାଁ କାମେଶ୍ୱର ପାଲାକା (୨୫)।

ମୃତ କାମେଶ୍ୱର କାନାଗାଁର ୧୫ ନମ୍ବର ୱାର୍ଡରୁ ୱାର୍ଡମେମ୍ବର ଭାବେ ପ୍ରାର୍ଥୀ ହୋଇଥିଲେ। ଗତକାଲି ଏଠାରେ ମତଦାନ ହୋଇଥିଲା। ସେ ୫ଟି ଭୋଟ୍‌ରେ ହାରି ଯାଇଥିଲେ। ସେ ସନ୍ଧ୍ୟା ପ୍ରାୟ ୬ଟା ବେଳକୁ ଘରକୁ ଫେରିଥିଲେ। ତା’ପରେ ମୁଣ୍ଡିବାଲାନ୍ଦ ଗାଁର ଟିଲ ନାମକ ଜଣେ ଯୁବକ ତାଙ୍କୁ ଘରୁ ଡାକି ନେଇଥିଲେ। ସନ୍ଧ୍ୟା ପ୍ରାୟ ୭ଟା ବେଳକୁ ସେ ଘରକୁ ଫେରି ଆସିଥିଲେ। ଏହା ପରେ ସେ ନୀଲାବାଡ଼ି ଯାଇଥିଲେ। କିନ୍ତୁ ଆଉ ଘରକୁ ଫେରି ନ ଥିଲେ ବୋଲି ତାଙ୍କ ଭାଇ ସୌମ୍ୟ ପାଲାକା କହିଛନ୍ତି। ଆଜି ସକାଳେ ଘରଠାରୁ କିଛି ଦୂରରେ ଏକ ବିଲରେ ତାଙ୍କ ମୃତଦେହକୁ ଠାବ କରାଯାଇଥିଲା। ତାଙ୍କ ପକେଟ୍‌ରେ ଥିବା ମୋବାଇଲ୍‌କୁ ପୋଲିସ୍ ଜବତ କରିଛି।

ତାଙ୍କୁ ହତ୍ୟା କରିବା ପଛରେ କ’ଣ କାରଣ ରହିଛି ତାହା ଜଣାପଡ଼ିନାହିଁ। ପୋଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story