ସିୱେଜ ସିପିଂ କମ୍ପାନୀ ମ୍ୟାନେଜର ହତ୍ୟା ମାମଲା: ରାକେଶଙ୍କ ରିମାଣ୍ଡ ଅବଧି ସରିଲା

ପାରାଦୀପ: ପାରାଦୀପ ସିୱେଜ ସିପିଂ କମ୍ପାନୀ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ରାକେଶ ଚୌବେଙ୍କ ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ପାରାଦୀପ ଥାନାରୁ କୁଜଙ୍ଗ କୋର୍ଟକୁ ନିଆଯାଇଥିଲା। ସେଠାରୁ ତାଙ୍କୁ  ସମାଗୋଳ ଜେଲକୁ ପଠାଇ ଦିଆଯାଇଥିଲା। ରାକେଶକୁ ପୁଣି ଥରେ ରିମାଣ୍ଡରେ ଆଣିବ ବୋଲି ପାରାଦୀପ ପୋଲିସ୍‌ କହିଛି। ଗତ ୧୯ ତାରିଖରୁ ରାକେଶକୁ ୩ ଦିନିଆ ରିମାଣ୍ଡରେ ଆଣି ପୋଲିସ୍‌ ପଚରାଉଚରା କରୁଥିଲା। ଅନ୍ୟପକ୍ଷରେ ଜେଲରେ ଥିବା ବାପି ସର୍ଖେଲଙ୍କୁ […]

rakesh

rakesh

Rakesh Mallick
  • Published: Tuesday, 22 November 2016
  • Updated: 22 November 2016, 08:16 PM IST

Sports

Latest News

ପାରାଦୀପ: ପାରାଦୀପ ସିୱେଜ ସିପିଂ କମ୍ପାନୀ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ରାକେଶ ଚୌବେଙ୍କ ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ପାରାଦୀପ ଥାନାରୁ କୁଜଙ୍ଗ କୋର୍ଟକୁ ନିଆଯାଇଥିଲା। ସେଠାରୁ ତାଙ୍କୁ  ସମାଗୋଳ ଜେଲକୁ ପଠାଇ ଦିଆଯାଇଥିଲା। ରାକେଶକୁ ପୁଣି ଥରେ ରିମାଣ୍ଡରେ ଆଣିବ ବୋଲି ପାରାଦୀପ ପୋଲିସ୍‌ କହିଛି।

ଗତ ୧୯ ତାରିଖରୁ ରାକେଶକୁ ୩ ଦିନିଆ ରିମାଣ୍ଡରେ ଆଣି ପୋଲିସ୍‌ ପଚରାଉଚରା କରୁଥିଲା। ଅନ୍ୟପକ୍ଷରେ ଜେଲରେ ଥିବା ବାପି ସର୍ଖେଲଙ୍କୁ ତାଙ୍କ ପତ୍ନୀ ମିନିଦୀପା ଜଗତସିଂହପୁର ଜିଲ୍ଲା ଆଳି ପିଙ୍ଗଳ କୋର୍ଟରେ ଭେଟିଛନ୍ତି।  ମିନିଦୀପାଙ୍କ ସହ ଶହ ଶହ କର୍ମୀ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story