ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପାଇକମାଳ ସମବାୟ ବ୍ୟାଙ୍କ ମ୍ୟାନେଜର

ବରଗଡ: ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇଥିବା ବେଳେ ପାଇକମାଳ ସମବାୟ ବ୍ୟାଙ୍କ ମ୍ୟାନେଜର ଆଜି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ବ୍ୟାଙ୍କ ମ୍ୟାନେଜର ଜଣଙ୍କ ହେଲେ ରଘୁନରଥ ସାହୁ। କାମ କରି ଦେବାକୁ କହି ସେ ଜଣେ ବ୍ୟକ୍ତିଙ୍କୁ ୮ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାୟୀ ରଘୁନାଥ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।

Bargarh-Map

Rakesh Mallick
  • Published: Wednesday, 25 November 2015
  • , Updated: 25 November 2015, 10:48 AM IST

Related story