୪୦ କେଜି ଚାନ୍ଦି ଲୁଟ୍ ଅଭିଯୋଗ

କଟକ: କଟକରେ ପୁଣି ଲୁଟ୍‌। ଅଲିସା ବଜାର ଦୁର୍ଗା ମଣ୍ଡପରେ ଚାନ୍ଦି ମେଢ଼ କାଟି ୪୦ କେଜି ଚାନ୍ଦି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ୱିତ ରାତିରେ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଲାଲବାଗ ପୋଲିସ୍ ଘଟଣାର ତଦନ୍ତ କରୁଛି। ମଣ୍ଡପରେ ଲାଗିଥିବା ସିସିଟିଭିକୁ ବନ୍ଦ କରିବା ପରେ ଦୁର୍ବୃତ୍ତମାନେ ଏହି ଲୁଟ୍‌ କରିଛନ୍ତି। ଗତ ସୋମବାର ଦିନ ଗଣ୍ଡପୁରରେ ଏସବିଆଇ ଏଟିଏମରୁ ୧୬ ଲକ୍ଷ ଟଙ୍କା ଲୁଟ୍‌ ଘଟଣାରେ ଏପର୍ଯ୍ୟନ୍ତ ପୋଲିସକୁ ସଫଳତା […]

loot

loot

Rakesh Mallick
  • Published: Friday, 21 October 2016
  • Updated: 21 October 2016, 04:19 PM IST

Sports

Latest News

କଟକ: କଟକରେ ପୁଣି ଲୁଟ୍‌। ଅଲିସା ବଜାର ଦୁର୍ଗା ମଣ୍ଡପରେ ଚାନ୍ଦି ମେଢ଼ କାଟି ୪୦ କେଜି ଚାନ୍ଦି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ୱିତ ରାତିରେ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଲାଲବାଗ ପୋଲିସ୍ ଘଟଣାର ତଦନ୍ତ କରୁଛି।

ମଣ୍ଡପରେ ଲାଗିଥିବା ସିସିଟିଭିକୁ ବନ୍ଦ କରିବା ପରେ ଦୁର୍ବୃତ୍ତମାନେ ଏହି ଲୁଟ୍‌ କରିଛନ୍ତି। ଗତ ସୋମବାର ଦିନ ଗଣ୍ଡପୁରରେ ଏସବିଆଇ ଏଟିଏମରୁ ୧୬ ଲକ୍ଷ ଟଙ୍କା ଲୁଟ୍‌ ଘଟଣାରେ ଏପର୍ଯ୍ୟନ୍ତ ପୋଲିସକୁ ସଫଳତା ମିଳି ନ ଥିବାବେଳେ ଅଲିସା ବଜାର ଚାନ୍ଦି ମେଢ଼ ଲୁଟ୍ ଘଟଣା ପୋଲିସର ଚିନ୍ତା ବଢ଼ାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos