ଭବାନୀପାଟଣା: ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଟେମରା ଗାଁରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଆଜି ସକାଳେ ପୋଲିସ୍ ଉଦ୍ଧାର କରିଛି। ମୃତକ ଦ୍ୱୟ ହେଲେ ଲଲାଟେନ୍ଦୁ ନାଏକ ଓ ନମାମୀ ଶବର। ଉଭୟଙ୍କ ମଧ୍ୟରେ ପ୍ରାୟ ୩ ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା। ପରିବାର ଲୋକେ ଉଭୟଙ୍କୁ ବିବାହର ସୀକୃତି ଦେଇ ନ ଥିବାରୁ ସେମାନେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ୍‌ କହିଛି।

deadbody

Rakesh Mallick
  • Published: Thursday, 13 October 2016
  • , Updated: 13 October 2016, 11:04 AM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଟେମରା ଗାଁରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଆଜି ସକାଳେ ପୋଲିସ୍ ଉଦ୍ଧାର କରିଛି। ମୃତକ ଦ୍ୱୟ ହେଲେ ଲଲାଟେନ୍ଦୁ ନାଏକ ଓ ନମାମୀ ଶବର। ଉଭୟଙ୍କ ମଧ୍ୟରେ ପ୍ରାୟ ୩ ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା।

ପରିବାର ଲୋକେ ଉଭୟଙ୍କୁ ବିବାହର ସୀକୃତି ଦେଇ ନ ଥିବାରୁ ସେମାନେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ୍‌ କହିଛି।

Related story