ଭିଡିଓ କଲରେ ଝୁଲୁଛି ପ୍ରେମିକ

Debendra Prusty
  • Published: Thursday, 19 January 2023
  • , Updated: 19 January 2023, 11:25 AM IST

ପ୍ରେମିକାର କୌଣସି କଥା ହୃଦୟକୁ ଆଘାତ ଦେବା ପରେ ମାନସିକ ଭାରସାମ୍ୟ ହରାଇ ବସିଥିଲେ ସେ। ଆଉ କବାଟ ବନ୍ଦ କରି ଭିଡିଓ କଲ କରି ଝୁଲିପଡିଥିଲେ।

Related story