ଲିଫ୍ଟରେ ମହିଳା ପୋଲିସ ଅଧିକାରୀଙ୍କୁ ଅସଦାଚରଣ ଘଟଣା: ଡିସିପିଙ୍କ ମନ୍ତବ୍ୟକୁ ବିରୋଧ

କଟକ: କଟକ ହାଇକୋର୍ଟ ଲିଫ୍ଟରେ ମହିଳା କ୍ରାଇମବ୍ରାଞ୍ଚ ଅଫିସରଙ୍କୁ ଦୁଇ ଜଣ ସରକାରୀ ଓକିଲଙ୍କ ଅସଦାଚରଣ ମାମଲା ଭିନ୍ନ ମୋଡ ନେଇଛି। ପ୍ରାଥମିକ ତଦନ୍ତରୁ ମହିଳା ଅଧିକାରୀଙ୍କୂ ଅସଦାଚରଣ ହୋଇନି ବୋଲି କଟକ ଡିସିପି ସଞ୍ଜିବ ଆରୋରା ଦେଇଥିବା ମନ୍ତବ୍ୟକୁ ଓଡ଼ିଶା ଅଫିସର୍ସ ସଂଘ ବିରୋଧ କରିଛି। ସଂଘ ସଭାପତି ସତ୍ୟଜିତ ମିଶ୍ର କହିଛନ୍ତି,“ଡିସିପି ଯାହା କହିଛନ୍ତି ତାହା ତାଙ୍କ ବ୍ୟକ୍ତିଗତ ମନ୍ତବ୍ୟ। ଘଟଣାର ତଦନ୍ତ ଚାଲିଥିବା ବେଳେ ଡିସିପି ଏପରି ମତ ଦେବା ଉଚିତ ନୁହେଁ। […]

ctc1

ctc1

Rakesh Mallick
  • Published: Sunday, 12 February 2017
  • Updated: 12 February 2017, 04:16 PM IST

Sports

Latest News

କଟକ: କଟକ ହାଇକୋର୍ଟ ଲିଫ୍ଟରେ ମହିଳା କ୍ରାଇମବ୍ରାଞ୍ଚ ଅଫିସରଙ୍କୁ ଦୁଇ ଜଣ ସରକାରୀ ଓକିଲଙ୍କ ଅସଦାଚରଣ ମାମଲା ଭିନ୍ନ ମୋଡ ନେଇଛି। ପ୍ରାଥମିକ ତଦନ୍ତରୁ ମହିଳା ଅଧିକାରୀଙ୍କୂ ଅସଦାଚରଣ ହୋଇନି ବୋଲି କଟକ ଡିସିପି ସଞ୍ଜିବ ଆରୋରା ଦେଇଥିବା ମନ୍ତବ୍ୟକୁ ଓଡ଼ିଶା ଅଫିସର୍ସ ସଂଘ ବିରୋଧ କରିଛି।

ସଂଘ ସଭାପତି ସତ୍ୟଜିତ ମିଶ୍ର କହିଛନ୍ତି,“ଡିସିପି ଯାହା କହିଛନ୍ତି ତାହା ତାଙ୍କ ବ୍ୟକ୍ତିଗତ ମନ୍ତବ୍ୟ। ଘଟଣାର ତଦନ୍ତ ଚାଲିଥିବା ବେଳେ ଡିସିପି ଏପରି ମତ ଦେବା ଉଚିତ ନୁହେଁ। ବରିଷ୍ଠ ପୋଲିସ ଅଧିକାରୀଙ୍କ ଦ୍ୱାରା ଘରଣାର ନିରପେକ୍ଷ ତଦନ୍ତ ହେଉ।”

ଡିସିପିଙ୍କ ବନ୍ତବ୍ୟକୁ ପୋଲିସ ଅଫିସର୍ସ ସଂଘ ବିରୋଧ କରିଥିବା ବେଳେ ପୋଲିସ କମିଶନର ସମସ୍ତଙ୍କୁ ସୁହାଇଲା ଭଳି ମତ ଦେଇଛନ୍ତି। ସେ କହିଛନ୍ତି,“ଅସଦାଚରଣ ମାମଲାରେ ଭିନ୍ନ ଭିନ୍ନ ମତ ଆସୁଛି। ଏହା ସତ୍ତ୍ୱେ ତଦନ୍ତ ପ୍ରକ୍ରିୟା ଠିକ୍‌ ରାସ୍ତାରେ ଯାଉଛି। ଏସ୍‌ଓପି ଅନୁଯାୟୀ ତଦନ୍ତ ଚାଲିଛି। ସିସିଟିଭି ଫୁଟେଜ୍‌ ପୁଙ୍ଖାନୁପୁଙ୍ଖ ଯାଞ୍ଚ ଚାଲିଛି।”

କଟକ ଡିସିପି ସଞ୍ଜିବ ଅରୋରା କହିଥିଲ,“ତଦନ୍ତକାରୀ ଅଧିକାରୀ ଭିଡିଓ ଫୁଟେଜ ଦେଖି ସାରିଛନ୍ତି। ପ୍ରାଥମିକ ତଦନ୍ତରୁ ଅସଦାଚରଣ ହୋଇଥିବା ଜଣାପଡ଼ୁନାହିଁ। ଅନ୍ୟାନ୍ୟ ଦିଗ ସମ୍ପର୍କରେ ତଦନ୍ତ ଚାଲିଛି।”

ଡିସିପିଙ୍କ ଏହି ମନ୍ତବ୍ୟ ପରେ ଝଡ଼ ସୃଷ୍ଟି ହୋଇଥିଲା। ଓଡ଼ିଶା ପୋଲିସ୍‌ ଅଫିସର୍ସ ସଂଘ ଏହାକୁ ବିରୋଧ କରିଥିଲା।

ଗତ ୭ ତାରିଖରେ କ୍ରାଇମବ୍ରାଞ୍ଚର ମହିଳା ଅଧିକାରୀ ଜଣକ ଲିଫ୍ଟରେ ଯାଉଥିବା ବେଳେ ସରକାରୀ ଓକିଲ ଦୁଇ ଜଣ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ମହିଳା ଅଧିକାରୀ ଜଣକ କ୍ରାଇମବ୍ରାଞ୍ଚ ଏସ୍‌ପିଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story