ସିୱେଜ ସିପିଂ ଜିଏମ୍‌ ହତ୍ୟା ମାମଲା: ମନମୋହନ ଓ ନିରଞ୍ଜନଙ୍କୁ ଜେରା

ପାରାଦୀପ: ସିୱେଜ ସିପିଂ ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ପାରାଦୀପ ପୋଲିସ ଆଜି ଓଏସ୍‌ଏଲ୍‌ର ଗୋପାଳପୁର ବନ୍ଦର ନିର୍ଦ୍ଦେଶକ ମନମୋହନ ମହାରଣାଙ୍କୁ ଜେରା କରିଛି। ଏହାସହ ଗତ ୨୦୦୫ ମସିହାରେ ଗଞ୍ଜାମ ଜେଏମ୍ ବକ୍ସି କମ୍ପାନୀ ଅଧିକାରୀ ନିରଞ୍ଜନ ପାଢ଼ୀ ନିଖୋଜ ଘଟଣାରେ ପୂର୍ବତନ ମ୍ୟାନେଜର କ୍ୟାପଟେନ ବିଜୟ କୁମାର ସାହୁଙ୍କୁ ମଧ୍ୟ ଜେରା କରାଯାଇଛି। ପୂର୍ବରୁ ଏହି ଦୁଇ ଅଧିକାରୀଙ୍କୁ ପାରାଦୀପ ଥାନାରେ ହାଜର ହେବା ପାଇଁ ପୋଲିସ ନୋଟିସ୍‌ ଜାରି କରିଥିଲା।

paradeep-1

paradeep-1

Rakesh Mallick
  • Published: Monday, 17 April 2017
  • Updated: 17 April 2017, 08:55 PM IST

Sports

Latest News

ପାରାଦୀପ: ସିୱେଜ ସିପିଂ ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ପାରାଦୀପ ପୋଲିସ ଆଜି ଓଏସ୍‌ଏଲ୍‌ର ଗୋପାଳପୁର ବନ୍ଦର ନିର୍ଦ୍ଦେଶକ ମନମୋହନ ମହାରଣାଙ୍କୁ ଜେରା କରିଛି। ଏହାସହ ଗତ ୨୦୦୫ ମସିହାରେ ଗଞ୍ଜାମ ଜେଏମ୍ ବକ୍ସି କମ୍ପାନୀ ଅଧିକାରୀ ନିରଞ୍ଜନ ପାଢ଼ୀ ନିଖୋଜ ଘଟଣାରେ ପୂର୍ବତନ ମ୍ୟାନେଜର କ୍ୟାପଟେନ ବିଜୟ କୁମାର ସାହୁଙ୍କୁ ମଧ୍ୟ ଜେରା କରାଯାଇଛି। ପୂର୍ବରୁ ଏହି ଦୁଇ ଅଧିକାରୀଙ୍କୁ ପାରାଦୀପ ଥାନାରେ ହାଜର ହେବା ପାଇଁ ପୋଲିସ ନୋଟିସ୍‌ ଜାରି କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos