ମାଇକ୍ରୋ ଫାଇନାନ୍ସ ମୁଖ୍ୟ ଦୋଷୀ ସାବ୍ୟସ୍ତ, ମଙ୍ଗଳବାର ଦଣ୍ଡ ବିଧାନ ସମ୍ଭାବନା

ଭୁବନେଶ୍ୱର: ମାଇକ୍ରୋ ଫାଇନାସ ଚିଟ୍‌ଫଣ୍ଡ୍‌ ମାମଲାରେ କମ୍ପାନୀର ମୁଖ୍ୟ ଦୁର୍ଗା ପ୍ରସାଦ ମିଶ୍ର ସିବିଆଇ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆସନ୍ତା ମଙ୍ଗଳବାର ଦଣ୍ଡ ଘୋଷଣା ହେବ। ତେବେ ତାଙ୍କୁ କେତେ ବର୍ଷ ଜେଲଦଣ୍ଡ ହେବ ଓ କୋର୍ଟ କେତେ ଟଙ୍କାର କ୍ଷତିପୂରଣ ନିର୍ଦ୍ଦେଶ ଦେବେ ତା ଉପରେ ସମସ୍ତଙ୍କ ନଜର ରହିଛି। ପୂର୍ବରୁ ଦୁର୍ଗା ନିଜ ଦୋଷ ସ୍ୱୀକାର ପାଇଁ ଲିଖିତ ଭାବେ ଜଣାଇଥିଲେ। ୨୦୧୪ ଡିସେମ୍ବରରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ମାଇକ୍ରୋ ଫାଇନାନ୍ସ […]

Durga-Prasad-Mishra

Durga-Prasad-Mishra

Rakesh Mallick
  • Published: Friday, 14 July 2017
  • Updated: 14 July 2017, 08:26 PM IST

Sports

Latest News

ଭୁବନେଶ୍ୱର: ମାଇକ୍ରୋ ଫାଇନାସ ଚିଟ୍‌ଫଣ୍ଡ୍‌ ମାମଲାରେ କମ୍ପାନୀର ମୁଖ୍ୟ ଦୁର୍ଗା ପ୍ରସାଦ ମିଶ୍ର ସିବିଆଇ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆସନ୍ତା ମଙ୍ଗଳବାର ଦଣ୍ଡ ଘୋଷଣା ହେବ। ତେବେ ତାଙ୍କୁ କେତେ ବର୍ଷ ଜେଲଦଣ୍ଡ ହେବ ଓ କୋର୍ଟ କେତେ ଟଙ୍କାର କ୍ଷତିପୂରଣ ନିର୍ଦ୍ଦେଶ ଦେବେ ତା ଉପରେ ସମସ୍ତଙ୍କ ନଜର ରହିଛି। ପୂର୍ବରୁ ଦୁର୍ଗା ନିଜ ଦୋଷ ସ୍ୱୀକାର ପାଇଁ ଲିଖିତ ଭାବେ ଜଣାଇଥିଲେ।

୨୦୧୪ ଡିସେମ୍ବରରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ମାଇକ୍ରୋ ଫାଇନାନ୍ସ ଜମାକାରୀଙ୍କଠାରୁ ୫୦୦ କୋଟିରୁ ଅଧିକ ଟଙ୍କା ଠକିଥିବା ନେଇଥିବା ଅଭିଯୋଗ ରହିଛି।

ଦୁର୍ଗା ପ୍ରସାଦ ମିଶ୍ର ଅଢେଇ ବର୍ଷରୁ ଅଧିକ ଦିନ ହେବ ଝାରପଡା ଜେଲରେ ଅଛନ୍ତି। ପୂର୍ବରୁ ସଂସ୍ଥାର ଅନ୍ୟତମ ଏମଡି ଅଶୋକ ପଟ୍ଟାୟକଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ସାଢେ ତିନିବର୍ଷ  ଜେଲଦଣ୍ଡ ଓ ୧୦୫ କୋଟି ଟଙ୍କା କ୍ଷତି ପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସାରା ଦେଶର ମାଇକ୍ରୋ ଫାଇନାନ୍ସ ୪୨୦ରୁ ଅଧିକ ବ୍ରାଞ୍ଚ ଥିଲା। ଠକେଇ ନେଇ କମ୍ପାନୀ ବିରୁଦ୍ଧରେ ୧୩ରୁ ଅଧିକ ମାମଲା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story