ନାବାଳିକାକୁ ବଳାତ୍କାର ପରେ ହତ୍ୟା ସନ୍ଦେହ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ଭାଲୁଚଞ୍ଚରାରେ ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ ସନ୍ଧାନୀ କୁକୁର ସହାୟତାରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଗତକାଲି ଭାଲୁଚଞ୍ଚରା ଗାଁ ଆଲିଆ(ଛଦ୍ମନାମ) ଘରେ ଏକାକୀ ଥିଲେ। ତାଙ୍କ ବାପା କୌଣସି କାମରେ ପଡୋଶୀ ଗାଁକୁ ଯାଇଥିଲେ। ସେଠାରୁ ଫେରି ଦେଖନ୍ତି ଘର ଭିତରେ ଝିଅର ମୃତଦେହ ପଡ଼ିଛି। ମୃତ ନାବାଳିକାଙ୍କ ବାପା କହିଛନ୍ତି,“ଝିଅ ପାଣି ଆଣିବାକୁ ଗଲାବେଳେ ଜଣେ […]

kalahandi-rape-girl

kalahandi-rape-girl

Rakesh Mallick
  • Published: Tuesday, 14 March 2017
  • Updated: 14 March 2017, 05:38 PM IST

Sports

Latest News

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ଭାଲୁଚଞ୍ଚରାରେ ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ ସନ୍ଧାନୀ କୁକୁର ସହାୟତାରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଗତକାଲି ଭାଲୁଚଞ୍ଚରା ଗାଁ ଆଲିଆ(ଛଦ୍ମନାମ) ଘରେ ଏକାକୀ ଥିଲେ। ତାଙ୍କ ବାପା କୌଣସି କାମରେ ପଡୋଶୀ ଗାଁକୁ ଯାଇଥିଲେ। ସେଠାରୁ ଫେରି ଦେଖନ୍ତି ଘର ଭିତରେ ଝିଅର ମୃତଦେହ ପଡ଼ିଛି।

ମୃତ ନାବାଳିକାଙ୍କ ବାପା କହିଛନ୍ତି,“ଝିଅ ପାଣି ଆଣିବାକୁ ଗଲାବେଳେ ଜଣେ ଯୁବକ ସବୁବେଳେ ତାକୁ ହଇରାଣ କରୁଥିଲା। ଏପରିକି ତା’ ପାଣି ମାଠିଆରେ ବାଲି ପକାଇ ଦେଉଥିଲା। ଏହାକୁ ସେ(ଆଲିଆ) ବିରୋଧ କରିବା ସହ ତାକୁ ଦିନେ ମାଡ଼ ମାରିଥିଲେ। ଏଥିପାଇଁ ଗ୍ରାମ ସଭାରେ ମୋତେ ଜରିମାନା କରାଯାଇ ଥିଲା। ସେତେବେଳେ ଏହାକୁ ମୁଁ ବିରୋଧ କରିଥିଲି। ଏହାପରେ ଅର୍ଥାତ ଦୁଇ ମାସ ତଳେ ସମ୍ପୃକ୍ତ ଯୁବକଙ୍କ ମା’ ମୋ’ ପରିବାରକୁ ବରବାଦ କରିଦେବ ବୋଲି ଧମକ ଦେଇଥିଲେ। ଏପରିକି ଝିଅକୁ ବଳାତ୍କାର କରାଯିବ ବୋଲି କହିଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story