ବିଧାୟକ ନବ ଦାସଙ୍କ ଭାଇଙ୍କ ଘରେ ଆୟକର ଚଢାଉ

ସମ୍ବଲପୁର: ସମ୍ବଲପୁରର ଠିକାଦାର ବଜ୍ର ଦାସଙ୍କ ଘରେ ଆଜି ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ସ୍ଥାନୀୟ ପୋଲିସଙ୍କ ସହାୟତାରେ ବ୍ରଜଙ୍କ ଧନକଉଡ଼ା ଘରେ ଆୟକର ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ବ୍ରଜ ଝାରସୁଗୁଡ଼ାର ବିଧାୟକ ନବ ଦାସ ଭାଇ ବୋଲି ଜଣାପଡ଼ିଛି। ବଜ୍ରଙ୍କ ଘର ସହିତ ଅଫିସରେ ମଧ୍ୟ ଚଢ଼ାଉ କରାଯାଉଛି। ପ୍ରାୟ୧୫ ଜଣରୁ ଅଧିକ ଆୟକର ବିଭାଗର ଅଧିକାରୀଙ୍କ ଏଥିରେ ସାମିଲ ହୋଇଛନ୍ତି।

braja

Rakesh Mallick
  • Published: Friday, 03 February 2017
  • , Updated: 03 February 2017, 05:36 PM IST

ସମ୍ବଲପୁର: ସମ୍ବଲପୁରର ଠିକାଦାର ବଜ୍ର ଦାସଙ୍କ ଘରେ ଆଜି ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ସ୍ଥାନୀୟ ପୋଲିସଙ୍କ ସହାୟତାରେ ବ୍ରଜଙ୍କ ଧନକଉଡ଼ା ଘରେ ଆୟକର ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଛି।

ବ୍ରଜ ଝାରସୁଗୁଡ଼ାର ବିଧାୟକ ନବ ଦାସ ଭାଇ ବୋଲି ଜଣାପଡ଼ିଛି। ବଜ୍ରଙ୍କ ଘର ସହିତ ଅଫିସରେ ମଧ୍ୟ ଚଢ଼ାଉ କରାଯାଉଛି। ପ୍ରାୟ୧୫ ଜଣରୁ ଅଧିକ ଆୟକର ବିଭାଗର ଅଧିକାରୀଙ୍କ ଏଥିରେ ସାମିଲ ହୋଇଛନ୍ତି।

Related story