ନମତରା ଗୁଳିକାଣ୍ଡ ଘଟଣା: ସାକ୍ଷ୍ୟ ଗ୍ରହଣ ସରିଲା

କଟକ: କେନ୍ଦ୍ରାପଡା ଜିଲ୍ଲା ନମତରା ଗୁଳିକାଣ୍ଡ ଘଟଣାର ସାକ୍ଷ୍ୟଗ୍ରହଣ ସରିଛି। ଆଜି ଶେଷ ଦିନରେ କେନ୍ଦ୍ରାପଡା ଉପଜିଲ୍ଲାପାଳ ଓ ଏସ୍‌ଡିପିଓ ଆରଡିସିଙ୍କ ପାଖରେ ଉପସ୍ଥିତ ରହି ସାକ୍ଷ୍ୟ ପ୍ରଦାନ କରିଥିଲେ। ଏହି ଘଟଣାରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଦାଖଲ କରିବା ପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ଆର୍‌ଡିସି ଏ.ବି. ଓତା କହିଛନ୍ତି,“ଆଜି ଯେଉଁମାନେ ସାକ୍ଷ୍ୟ ପ୍ରଦାନ କରିଛନ୍ତି, ଆଗରୁ ମୁଁ ସେମାନଙ୍କୁ ପଚରାଉଚରା କରିଛି। ସେମାନେ ଆଗରୁ ଡକୁମେଣ୍ଟେସନ୍‌ (ଜମାନବନ୍ଦୀ) ଦେଇ ନ ଥିଲେ। ଆଜି ସେମାନଙ୍କୁ […]

namatara12

namatara12

Rakesh Mallick
  • Published: Thursday, 27 October 2016
  • Updated: 27 October 2016, 09:49 PM IST

Sports

Latest News

କଟକ: କେନ୍ଦ୍ରାପଡା ଜିଲ୍ଲା ନମତରା ଗୁଳିକାଣ୍ଡ ଘଟଣାର ସାକ୍ଷ୍ୟଗ୍ରହଣ ସରିଛି। ଆଜି ଶେଷ ଦିନରେ କେନ୍ଦ୍ରାପଡା ଉପଜିଲ୍ଲାପାଳ ଓ ଏସ୍‌ଡିପିଓ ଆରଡିସିଙ୍କ ପାଖରେ ଉପସ୍ଥିତ ରହି ସାକ୍ଷ୍ୟ ପ୍ରଦାନ କରିଥିଲେ। ଏହି ଘଟଣାରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଦାଖଲ କରିବା ପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନକୁ କୁହାଯାଇଛି।

ଆର୍‌ଡିସି ଏ.ବି. ଓତା କହିଛନ୍ତି,“ଆଜି ଯେଉଁମାନେ ସାକ୍ଷ୍ୟ ପ୍ରଦାନ କରିଛନ୍ତି, ଆଗରୁ ମୁଁ ସେମାନଙ୍କୁ ପଚରାଉଚରା କରିଛି। ସେମାନେ ଆଗରୁ ଡକୁମେଣ୍ଟେସନ୍‌ (ଜମାନବନ୍ଦୀ) ଦେଇ ନ ଥିଲେ। ଆଜି ସେମାନଙ୍କୁ ଆଉ ଥରେ ଡାକି କିଛି ପ୍ରଶ୍ନ ପଚାରି ଜମାନବନ୍ଦୀ ନେଇଛି। ୩୧ ଅକ୍ଟୋବର ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ସରକାରୀ ଭାବେ ସମୟ ଦିଆଯାଇଛି। ରିପୋର୍ଟ ଦାଖଲ ପାଇଁ ଆଉ ୮ରୁ ୧୦ ଦିନ ଅଧିକ ସମୟ ମୁଁ ନେଇପାରେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story