ନୟାଗଡ଼: ଭିଜିଲାନ୍ସ ଜାଲରେ ଖଣ୍ଡପଡ଼ା ଆଇଆଇସି

ନୟାଗଡ: ଲାଞ୍ଚ ନେଉଥିବା ବେଳେ ଖଣ୍ଡପଡ଼ା ଥାନା ଆଇଆଇସି ରାଜେନ୍ଦ୍ର ମଣ୍ଡଳ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏକ ଚେକ ବାଉନସ୍ ଘଟଣାରେ ସେ ୧୦ ହଜାର ଟଙ୍କା ନେଇଥିଲେ। ତେବେ କାମ ନ କରି ଆହୁରି ୧୦ ହଜାର ଟଙ୍କା ଦେବାକୁ ଦାବି କରିଥିଲେ। ଏ ନେଇ ଅଭିଯୋଗକାରୀ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ମୁତାବକ ଆଜି ଆଇଆଇସି ମଣ୍ଡଳ ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ […]

nayagrah

Rakesh Mallick
  • Published: Friday, 13 November 2015
  • , Updated: 13 November 2015, 10:25 AM IST

ନୟାଗଡ: ଲାଞ୍ଚ ନେଉଥିବା ବେଳେ ଖଣ୍ଡପଡ଼ା ଥାନା ଆଇଆଇସି ରାଜେନ୍ଦ୍ର ମଣ୍ଡଳ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏକ ଚେକ ବାଉନସ୍ ଘଟଣାରେ ସେ ୧୦ ହଜାର ଟଙ୍କା ନେଇଥିଲେ। ତେବେ କାମ ନ କରି ଆହୁରି ୧୦ ହଜାର ଟଙ୍କା ଦେବାକୁ ଦାବି କରିଥିଲେ। ଏ ନେଇ ଅଭିଯୋଗକାରୀ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ମୁତାବକ ଆଜି ଆଇଆଇସି ମଣ୍ଡଳ ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ ।

Related story