ଖରିଆର ଡିଏଫ୍‌ଓଙ୍କ ଘରେ ଚଢ଼ାଉ ଜାରି

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆର ଡିଏଫ୍‌ଓ ଶରତ ଚନ୍ଦ୍ର ପଣ୍ଡାଙ୍କ ଘରେ ଆଜି ଦ୍ୱିତୀୟ ଦିନରେ ମଧ୍ୟ ଆୟକର ବିଭାଗ ଚଢ଼ାଉ କରିଛି। ଆଜି ତାଙ୍କ ଭୁବନେଶ୍ୱର ଗୌତମନଗର ସ୍ଥିତ ଘର ଓ ବାଲେଶ୍ୱର ଜିଲ୍ଲା ସୋର ଅନନ୍ତପୁର ଘରେ ବିଭାଗୀୟ ଅଧିକାରୀମାନେ ଛାନବିନ୍‌ କରିଛନ୍ତି। ଏହି ଚଢ଼ାଉ ବେଳେ ଶରତଙ୍କ ପାଖରେ ଅଧିକ ସମ୍ପତ୍ତି ଥିବା ଆୟକର ବିଭାଗ ଜାଣିବାକୁ ପାଇଛି। ଗତକାଲି ମଧ୍ୟ ଡିଏଫ୍‌ଓଙ୍କ ଖରିଆଳ ସ୍ଥିତ ଅଫିସ୍‌ ଓ ଭୁବନେଶ୍ୱର ଗୌରୀନଗର ବାସ […]

nuapada-dfo-sarat-chandra-panda

nuapada-dfo-sarat-chandra-panda

Rakesh Mallick
  • Published: Wednesday, 22 February 2017
  • Updated: 22 February 2017, 06:24 PM IST

Sports

Latest News

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆର ଡିଏଫ୍‌ଓ ଶରତ ଚନ୍ଦ୍ର ପଣ୍ଡାଙ୍କ ଘରେ ଆଜି ଦ୍ୱିତୀୟ ଦିନରେ ମଧ୍ୟ ଆୟକର ବିଭାଗ ଚଢ଼ାଉ କରିଛି। ଆଜି ତାଙ୍କ ଭୁବନେଶ୍ୱର ଗୌତମନଗର ସ୍ଥିତ ଘର ଓ ବାଲେଶ୍ୱର ଜିଲ୍ଲା ସୋର ଅନନ୍ତପୁର ଘରେ ବିଭାଗୀୟ ଅଧିକାରୀମାନେ ଛାନବିନ୍‌ କରିଛନ୍ତି। ଏହି ଚଢ଼ାଉ ବେଳେ ଶରତଙ୍କ ପାଖରେ ଅଧିକ ସମ୍ପତ୍ତି ଥିବା ଆୟକର ବିଭାଗ ଜାଣିବାକୁ ପାଇଛି।

ଗତକାଲି ମଧ୍ୟ ଡିଏଫ୍‌ଓଙ୍କ ଖରିଆଳ ସ୍ଥିତ ଅଫିସ୍‌ ଓ ଭୁବନେଶ୍ୱର ଗୌରୀନଗର ବାସ ଭବନରେ ଆୟକର ବିଭାଗ ଚଢ଼ାଉ କରିଥିଲା।

ବିମୁଦ୍ରାକରଣ ପରେ ଶରତ ବିଭିନ୍ନ ଆକାଉଣ୍ଟରେ କୋଟିଏରୁ ଅଧିକ ଟଙ୍କା ଜମା କରିଥିଲେ। ମାତ୍ର ଚଳିତବର୍ଷ ଆୟକର ଫାଇଲ କରିନଥିଲେ। ଏତେ ପରିମାଣର ଅର୍ଥ କେଉଁଠୁ ଆସିଲା, କାହିଁକି ରିଟର୍ଣ୍ଣ ଫାଇଲ କରିନାହାନ୍ତି ଓ ଦୁଇଟି ପାନ୍‌କାର୍ଡ଼ କିପରି ଆସିଲା ସେନେଇ ଆୟକର ବିଭାଗ ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story