ନୂଆପଡ଼ା: ଜୁଆଡ଼ି ଆକ୍ରମଣରେ ପୋଲିସ୍ ଏଏସ୍ଆଇ ଆହତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଗନିଆରି ଗାଁର ଜୁଆ ଆଡ୍ଡା ଉପରେ ଚଢ଼ାଉ ବେଳେ ଜୁଆଡି ଆକ୍ରମଣରେ ପୋଲିସ୍ ଏଏସ୍ଆଇ ଆହତ ହୋଇଛନ୍ତି। ଏହି ମାମଲାରେ କୋମନା ପୋଲିସ୍ ୫ଜଣ ଜୁଆଡ଼ିଙ୍କୁ ଗିରଫ କରିଛି।

asi

Rakesh Mallick
  • Published: Saturday, 14 November 2015
  • , Updated: 14 November 2015, 07:26 AM IST

Related story