ଓୟୁଏଟି ଫରେଷ୍ଟ୍ରି ଡିପାର୍ଟମେଣ୍ଟର ୧୦ ଛାତ୍ରଙ୍କୁ ରାଗିଂ ଅଭିଯୋଗ: ଖଣ୍ଡଗିରି ଥାନାରେ ୧୨ ଛାତ୍ରଙ୍କ ନାମରେ ମାମଲା

ଭୁବନେଶ୍ୱର: ଓୟୁଏଟିର ଫରେଷ୍ଟ୍ରି ଡିପାର୍ଟମେଣ୍ଟରେ ଛାତ୍ରଙ୍କୁ ରାଗିଂ କରାଯାଉଥିବା ଅଭିଯୋଗ ହୋଇଛି। ଡିପାର୍ଟମେଣ୍ଟର ୧୦ ଜଣ ଛାତ୍ର ଏପରି ଅଭିଯୋଗ ଆଣିଛନ୍ତି। ସିନିୟର ଛାତ୍ରମାନେ ସେମାନଙ୍କୁ ରାଗିଂ କରୁଥିବା ନେଇ ସେମାନେ ଡିନଙ୍କୁ ଅବଗତ କରିଛନ୍ତି। ଖବର ପାଇ ଖଣ୍ଡଗିରି ଥାନା ପୋଲିସ କଲେଜରେ ପହଞ୍ଚି ଘଟଣାର ଖୋଳତାଡ ଆରମ୍ଭ କରିଛି। ରାଗିଂକୁ ନେଇ ଅଭିଭାବକଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ଅଭିଯୋଗ ପାଇବା ପରେ ପୋଲିସ କଲେଜର ୧୨ ଜଣ ଛାତ୍କୁରଙ୍କ ନାମରେ ମାମଲା ରୁଜୁ […]

out

Rakesh Mallick
  • Published: Tuesday, 24 November 2015
  • , Updated: 24 November 2015, 03:28 PM IST

ଭୁବନେଶ୍ୱର: ଓୟୁଏଟିର ଫରେଷ୍ଟ୍ରି ଡିପାର୍ଟମେଣ୍ଟରେ ଛାତ୍ରଙ୍କୁ ରାଗିଂ କରାଯାଉଥିବା ଅଭିଯୋଗ ହୋଇଛି। ଡିପାର୍ଟମେଣ୍ଟର ୧୦ ଜଣ ଛାତ୍ର ଏପରି ଅଭିଯୋଗ ଆଣିଛନ୍ତି। ସିନିୟର ଛାତ୍ରମାନେ ସେମାନଙ୍କୁ ରାଗିଂ କରୁଥିବା ନେଇ ସେମାନେ ଡିନଙ୍କୁ ଅବଗତ କରିଛନ୍ତି। ଖବର ପାଇ ଖଣ୍ଡଗିରି ଥାନା ପୋଲିସ କଲେଜରେ ପହଞ୍ଚି ଘଟଣାର ଖୋଳତାଡ ଆରମ୍ଭ କରିଛି। ରାଗିଂକୁ ନେଇ ଅଭିଭାବକଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ଅଭିଯୋଗ ପାଇବା ପରେ ପୋଲିସ କଲେଜର ୧୨ ଜଣ ଛାତ୍କୁରଙ୍କ ନାମରେ ମାମଲା ରୁଜୁ କରିଛି।

Related story