ପାରଳା ଗଣହତ୍ୟା ମାମଲା: ବିଧାୟକଙ୍କ ଅନ୍ତରୀଣ ସୁରକ୍ଷା ବଢ଼ିଲା

ପାରଳାଖେମୁଣ୍ଡି: ପାରଳା ପ୍ୟାଲେସ ଗଣ ଆତ୍ମହତ୍ୟା ମାମଲାରେ ବିଧାୟକ କେ.ସୂର୍ଯ୍ୟାରାଓ ଓ ଜିଲ୍ଲା ବିଜେପି ସଭାପତି ଜି.ରାବଣାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର ରଖିଛନ୍ତି ହାଇକେ।ର୍ଟ। ଉଭୟଙ୍କ ଆଗୁଆ ଜାମିନ୍‌ ଆବେଦନର ଶୁଣାଣି କରି ହାଇକେ।ର୍ଟ ଅନ୍ତରୀଣ ସୁରକ୍ଷାକୁ ଆସନ୍ତା ୨୮ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପାରଳା ପ୍ୟାଲେସ ମ୍ୟାନେଜର ଓ ତାଙ୍କର ୪ ଭାଇଭଉଣୀଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ମାମଲାରେ ଉଭୟଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା। ତେବେ ରାଜନୈତିକ ବ୍ୟାକ୍ତିବିଶେଷ ହେ।ଇଥିବାରୁ ଜାଣିଶୁଣି ତାଙ୍କୁ ଏଥିରେ ଜଡିତ […]

parala

Rakesh Mallick
  • Published: Tuesday, 07 March 2017
  • , Updated: 07 March 2017, 10:07 PM IST

ପାରଳାଖେମୁଣ୍ଡି: ପାରଳା ପ୍ୟାଲେସ ଗଣ ଆତ୍ମହତ୍ୟା ମାମଲାରେ ବିଧାୟକ କେ.ସୂର୍ଯ୍ୟାରାଓ ଓ ଜିଲ୍ଲା ବିଜେପି ସଭାପତି ଜି.ରାବଣାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର ରଖିଛନ୍ତି ହାଇକେ।ର୍ଟ। ଉଭୟଙ୍କ ଆଗୁଆ ଜାମିନ୍‌ ଆବେଦନର ଶୁଣାଣି କରି ହାଇକେ।ର୍ଟ ଅନ୍ତରୀଣ ସୁରକ୍ଷାକୁ ଆସନ୍ତା ୨୮ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ପାରଳା ପ୍ୟାଲେସ ମ୍ୟାନେଜର ଓ ତାଙ୍କର ୪ ଭାଇଭଉଣୀଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ମାମଲାରେ ଉଭୟଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା। ତେବେ ରାଜନୈତିକ ବ୍ୟାକ୍ତିବିଶେଷ ହେ।ଇଥିବାରୁ ଜାଣିଶୁଣି ତାଙ୍କୁ ଏଥିରେ ଜଡିତ କରାଯାଇଥିବା ଦର୍ଶାଇ ହାଇକେ।ର୍ଟଙ୍କ ଦ୍ୱାରସ୍ଥ ହେ।ଇଛନ୍ତି ଏମାନେ

Related story