ପାଟକୁରା: ବେଆଇନ କରତକଳରେ ଚଢ଼ାଉ,ମାଲିକ ଫେରାର

ପାଟକୁରା: କେନ୍ଦ୍ରପଡା ବନଖଣ୍ଡ ମାର୍ଶାଘାଇ ଥାନା ଅଞ୍ଚଳ ବଡପାଳ ଗୋଡା ନିକଟରେ ଥିବା କରତ କଳ ଉପରେ କଟକ ଦୁର୍ନୀତି ନିବାରଣ ବିଭାଗ ଏବଂ କଟକ ବନଖଣ୍ଡ ବିଭାଗ ସମେତ ମର୍ଶାଘାଇ ଥାନା ପୋଲିସ ଚଢ଼ାଉ କରିଛି। ଏଥିରେ ବଡପାଳରେ ବେଆଇନ ଭାବେ ଚାଲଥିବା କରତକଳକୁ ଜବତ କରାଯିବା ସହିତ ବିପୁଳ ପରିମାଣର ଶାଳ ପିଆଶାଳ କାଠ ଜବତ କରାଯାଇଛି । କରତ କଳର ମାଲିକ ଫେରାର ଅଛନ୍ତି। ତାଙ୍କୁ ଗିରଫ କରିବା ପାଇଁ ବନ ବିଭାଗ […]

vlcsnap-2015-09-13-11h55m38s809

Rakesh Mallick
  • Published: Sunday, 13 September 2015
  • , Updated: 13 September 2015, 06:29 AM IST

ପାଟକୁରା: କେନ୍ଦ୍ରପଡା ବନଖଣ୍ଡ ମାର୍ଶାଘାଇ ଥାନା ଅଞ୍ଚଳ ବଡପାଳ ଗୋଡା ନିକଟରେ ଥିବା କରତ କଳ ଉପରେ କଟକ ଦୁର୍ନୀତି ନିବାରଣ ବିଭାଗ ଏବଂ କଟକ ବନଖଣ୍ଡ ବିଭାଗ ସମେତ ମର୍ଶାଘାଇ ଥାନା ପୋଲିସ ଚଢ଼ାଉ କରିଛି। ଏଥିରେ ବଡପାଳରେ ବେଆଇନ ଭାବେ ଚାଲଥିବା କରତକଳକୁ ଜବତ କରାଯିବା ସହିତ ବିପୁଳ ପରିମାଣର ଶାଳ ପିଆଶାଳ କାଠ ଜବତ କରାଯାଇଛି । କରତ କଳର ମାଲିକ ଫେରାର ଅଛନ୍ତି। ତାଙ୍କୁ ଗିରଫ କରିବା ପାଇଁ ବନ ବିଭାଗ ଉଦ୍ୟମ କରିଛି।

Related story